ଲାଞ୍ଚୁଆ ପୁଲିସକୁ ମାଡ଼ିବସିଲା ଭିଜିଲାନ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

The Sakala Picture
Published On

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଦୁଇ ପୁଲିସ କର୍ମଚାରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍‌ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାରେ ଭିଜିଲାନ୍ସ ଚଢାଉ କରି ଥାନାର  ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ରେମୁଣା ମେଣ୍ଡ୍ରା ଗାଁର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ […]

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଦୁଇ ପୁଲିସ କର୍ମଚାରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍‌ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାରେ ଭିଜିଲାନ୍ସ ଚଢାଉ କରି ଥାନାର  ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ରେମୁଣା ମେଣ୍ଡ୍ରା ଗାଁର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ ୨୦ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

01 Mar 2023 By The Sakala

ଲାଞ୍ଚୁଆ ପୁଲିସକୁ ମାଡ଼ିବସିଲା ଭିଜିଲାନ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଦୁଇ ପୁଲିସ କର୍ମଚାରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍‌ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାରେ ଭିଜିଲାନ୍ସ ଚଢାଉ କରି ଥାନାର  ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ରେମୁଣା ମେଣ୍ଡ୍ରା ଗାଁର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ ୨୦ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା ।

https://www.thesakala.in/latest-odisha-news/balasore/khantapada-police-station-asi-and-home-guard-apprehended-by-odisha-vigilance-while-demanding-and-accepting-bribe/article-19426
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର