ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଡ୍ରାଇଭର ମୃତ ଓ ହେଲପର ଗୁରୁତର

The Sakala Picture
Published On

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସାଗୁ ବୋଝେଇ ଟ୍ରକକୁ ଆଉ ଏକ ବାଲି ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ଆହତ ହେଲପରଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ […]

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସାଗୁ ବୋଝେଇ ଟ୍ରକକୁ ଆଉ ଏକ ବାଲି ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ଆହତ ହେଲପରଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ଘର ବାସୁଦେବପୁର ଚୁଡାମଣି ଅଞ୍ଚଳରେ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସୂଚନାନୁଯାୟୀ, ବାହାନଗା ଛକ ନିକଟରେ ଏକ ସାଗୁ ବୋଝେଇ ଟ୍ରକ୍ ଠିଆ ହୋଇଥିଲା । ଠିକ୍‌ ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା। ବାଲି ବୋଝେଇ ଟ୍ରକ୍‌ର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଗାଡ଼ିକୁ କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରାଯାଇଥିଲା। ଯାହାଫଳରେ ବାଲି ବୋଝେଇ ଟ୍ରକ୍ ଡ୍ରାଇଭର୍‌ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ହେଲ୍‌ପର୍‌ ଗୁରୁତର ହୋଇଛନ୍ତି । ମୃତକ ଡ୍ରାଇଭର୍ ବାସୁଦେବପୁର ଅଞ୍ଚଳର ଅଜୟ ପ୍ରଧାନ ହୋଇଥିବା ବେଳେ ହେଲ୍‌ପର୍ ସଞ୍ଜୟ ଧଡା ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

08 May 2022 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଡ୍ରାଇଭର ମୃତ ଓ ହେଲପର ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସାଗୁ ବୋଝେଇ ଟ୍ରକକୁ ଆଉ ଏକ ବାଲି ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ଆହତ ହେଲପରଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ଘର ବାସୁଦେବପୁର ଚୁଡାମଣି ଅଞ୍ଚଳରେ ଜଣାପଡ଼ିଛି।

ସୂଚନାନୁଯାୟୀ, ବାହାନଗା ଛକ ନିକଟରେ ଏକ ସାଗୁ ବୋଝେଇ ଟ୍ରକ୍ ଠିଆ ହୋଇଥିଲା । ଠିକ୍‌ ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା। ବାଲି ବୋଝେଇ ଟ୍ରକ୍‌ର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଗାଡ଼ିକୁ କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରାଯାଇଥିଲା। ଯାହାଫଳରେ ବାଲି ବୋଝେଇ ଟ୍ରକ୍ ଡ୍ରାଇଭର୍‌ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ହେଲ୍‌ପର୍‌ ଗୁରୁତର ହୋଇଛନ୍ତି । ମୃତକ ଡ୍ରାଇଭର୍ ବାସୁଦେବପୁର ଅଞ୍ଚଳର ଅଜୟ ପ୍ରଧାନ ହୋଇଥିବା ବେଳେ ହେଲ୍‌ପର୍ ସଞ୍ଜୟ ଧଡା ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/balasore/collision-between-two-trucks-near-bahanaga-in-baleswar-one-died/article-11390
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର