ଶିକାରୀ ଗୁଳିରେ ପୁଣି ଏକ ଦନ୍ତା ହାତୀର ମୃତ୍ଯୁ !

The Sakala Picture
Published On

ନୀଳଗିରି: ପୁଣୀ ହାତୀ ମୃତ୍ଯୁ । କୁଳଡିଆ ଅଭୟାରଣ୍ୟ କଳମାଚତିରୀ ନିକଟରେ ଦନ୍ତାହାତୀ ମୃତ୍ୟୁ ଘଟିଛି। ଶିକାରୀଙ୍କ ଗୁଳିରେ ଉକ୍ତ ହାତୀଟିର ମୃତ୍ଯୁ ଘଟିଥିବା ବବିଶେଷ ସୂତ୍ରରୁ ସୂଚନା। ଦନ୍ତାର ଦାନ୍ତ ଚୋରା ଚାଲାଣ ନେଇ ସନ୍ଦେହ କରାଯାଉଛି। ତଦନ୍ତ ପାଇଁ ଡିଏଫ୍ଓଙ୍କ ସମେତ ବନ କର୍ମଚାରୀ ଯାଉଥିବା ସୂଚନା ଦେଇଛନ୍ତ ଡିଏଫ୍ଓ। ତେବେ ଗୋଟିଏ ବର୍ଷ ଭିତରେ କୁଳଡିଆ ଅଭୟାରଣ୍ୟ ଭିତରେ ୭ଟି ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

23 Mar 2023 By The Sakala

ଶିକାରୀ ଗୁଳିରେ ପୁଣି ଏକ ଦନ୍ତା ହାତୀର ମୃତ୍ଯୁ !

ନୀଳଗିରି: ପୁଣୀ ହାତୀ ମୃତ୍ଯୁ । କୁଳଡିଆ ଅଭୟାରଣ୍ୟ କଳମାଚତିରୀ ନିକଟରେ ଦନ୍ତାହାତୀ ମୃତ୍ୟୁ ଘଟିଛି। ଶିକାରୀଙ୍କ ଗୁଳିରେ ଉକ୍ତ ହାତୀଟିର ମୃତ୍ଯୁ ଘଟିଥିବା ବବିଶେଷ ସୂତ୍ରରୁ ସୂଚନା। ଦନ୍ତାର ଦାନ୍ତ ଚୋରା ଚାଲାଣ ନେଇ ସନ୍ଦେହ କରାଯାଉଛି। ତଦନ୍ତ ପାଇଁ ଡିଏଫ୍ଓଙ୍କ ସମେତ ବନ କର୍ମଚାରୀ ଯାଉଥିବା ସୂଚନା ଦେଇଛନ୍ତ ଡିଏଫ୍ଓ। ତେବେ ଗୋଟିଏ ବର୍ଷ ଭିତରେ କୁଳଡିଆ ଅଭୟାରଣ୍ୟ ଭିତରେ ୭ଟି ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର