ତୁରେକେଲା ପୁଲିସ ପକ୍ଷରୁ ଚଢାଉ: ବିପୁଳ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ , ୨ ଗିରଫ

The Sakala Picture
Published On

ବଲାଙ୍ଗିର: ଗତକାଲି ବିଳମ୍ବିତ ରାତିରେ ପୁଲିସ କଫ ସିରଫ ଚୋରାଚାଳଣ ବେଳେ ଜବତ କରିଛି । କଣ୍ଟାବାଞ୍ଜି ଏବଂ ତୁରେକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ଉପକଣ୍ଠସ୍ଥ ଏକ ଜଙ୍ଗଲ ନିକଟରୁ ଚଢଉ କରିଥିଲା । ସେଠାରେ ଥିବା କେଏ ୫୨- ବି -୧୧୫୫ ନମ୍ବର ଥିବା ଗାଡିକୁ ଯାଞ୍ଚ କରିବାରୁ ୧୪ହଜାର ୪ଶହ ବୋତଲ କଫ ସିରଫ ଓ ନିଶା ବଟିକା ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ […]

ବଲାଙ୍ଗିର: ଗତକାଲି ବିଳମ୍ବିତ ରାତିରେ ପୁଲିସ କଫ ସିରଫ ଚୋରାଚାଳଣ ବେଳେ ଜବତ କରିଛି । କଣ୍ଟାବାଞ୍ଜି ଏବଂ ତୁରେକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ଉପକଣ୍ଠସ୍ଥ ଏକ ଜଙ୍ଗଲ ନିକଟରୁ ଚଢଉ କରିଥିଲା । ସେଠାରେ ଥିବା କେଏ ୫୨- ବି -୧୧୫୫ ନମ୍ବର ଥିବା ଗାଡିକୁ ଯାଞ୍ଚ କରିବାରୁ ୧୪ହଜାର ୪ଶହ ବୋତଲ କଫ ସିରଫ ଓ ନିଶା ବଟିକା ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଏସପି ନିତିନ କୁଶଳକର ସୂଚନା ଦେଇଛନ୍ତି । ସେହିପରି ଚାଲାଣ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୧୩ହଜାର ୫ଶହ ଟଙ୍କା ଜବତ କରିଛି ।

29 May 2021 By The Sakala

ତୁରେକେଲା ପୁଲିସ ପକ୍ଷରୁ ଚଢାଉ: ବିପୁଳ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ , ୨ ଗିରଫ

ବଲାଙ୍ଗିର: ଗତକାଲି ବିଳମ୍ବିତ ରାତିରେ ପୁଲିସ କଫ ସିରଫ ଚୋରାଚାଳଣ ବେଳେ ଜବତ କରିଛି । କଣ୍ଟାବାଞ୍ଜି ଏବଂ ତୁରେକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ଉପକଣ୍ଠସ୍ଥ ଏକ ଜଙ୍ଗଲ ନିକଟରୁ ଚଢଉ କରିଥିଲା । ସେଠାରେ ଥିବା କେଏ ୫୨- ବି -୧୧୫୫ ନମ୍ବର ଥିବା ଗାଡିକୁ ଯାଞ୍ଚ କରିବାରୁ ୧୪ହଜାର ୪ଶହ ବୋତଲ କଫ ସିରଫ ଓ ନିଶା ବଟିକା ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଏସପି ନିତିନ କୁଶଳକର ସୂଚନା ଦେଇଛନ୍ତି । ସେହିପରି ଚାଲାଣ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୧୩ହଜାର ୫ଶହ ଟଙ୍କା ଜବତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର