ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି

The Sakala Picture
Published On

ବାଲିଅନ୍ତା : ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି। ସନ୍ଧ୍ୟା ହେଲେ ବାଳକାଟି ବଜାରରେ ଥିବା କିଛି ପାନ ଦୋକାନରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ଏଠାରେ ବ୍ୟାପକ ବଟା ଓ ଶୁଖୁଲା ଭାଙ୍ଗ (ଗଞ୍ଜେଇ) କାରବାର ଚାଲୁଥିବାବେଳେ ଏସବୁ ଆବଶ୍ୟକତାକୁ ପୂରଣ କରୁଛନ୍ତି ବଜାରରେ ଥିବା କିଛି ପାନ ଦୋକାନୀ। ତେବେ କେଉଁଠୁ ଏତେ ମାତ୍ରାରେ ଭାଙ୍ଗ ଆସୁଛି । କିଏ ଭାଙ୍ଗ ଯୋଗାଉଛି, ପୁଣି ଏହି ଭାଙ୍ଗକୁ ପାନ ଦୋକାନରେ କେମିତି ଖୁଲମଖୁଲା ବିକ୍ରି ହେଉଛି, […]

ବାଲିଅନ୍ତା : ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି। ସନ୍ଧ୍ୟା ହେଲେ ବାଳକାଟି ବଜାରରେ ଥିବା କିଛି ପାନ ଦୋକାନରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ଏଠାରେ ବ୍ୟାପକ ବଟା ଓ ଶୁଖୁଲା ଭାଙ୍ଗ (ଗଞ୍ଜେଇ) କାରବାର ଚାଲୁଥିବାବେଳେ ଏସବୁ ଆବଶ୍ୟକତାକୁ ପୂରଣ କରୁଛନ୍ତି ବଜାରରେ ଥିବା କିଛି ପାନ ଦୋକାନୀ। ତେବେ କେଉଁଠୁ ଏତେ ମାତ୍ରାରେ ଭାଙ୍ଗ ଆସୁଛି । କିଏ ଭାଙ୍ଗ ଯୋଗାଉଛି, ପୁଣି ଏହି ଭାଙ୍ଗକୁ ପାନ ଦୋକାନରେ କେମିତି ଖୁଲମଖୁଲା ବିକ୍ରି ହେଉଛି, ଏ ସମ୍ପର୍କରେ ପୁଲିସ ପାଖରେ ସୂଚନା ଅଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ବଜାରରେ ନୁହେଁ ମେଡିକାଲ ନିକଟ, କଲେଜ ପାଖରେ, ରଞ୍ଜେଜେମା ନଈ କୂଳରେ ଥିବା କିଛି ଦୋକାନରେ ମଧ୍ୟ ଉଭୟ ଓଦା ଓ ଶୁଖୁଲା ଭାଙ୍ଗ ବିକ୍ରି ହେଉଛି | ଧଳାଜହର ଓ ଚୋରା ମଦ ପରେ ଏବେ ସବୁଜ ଜହର ସ୍ଥାନୀୟ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

20 Nov 2021 By The Sakala

ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି

ବାଲିଅନ୍ତା : ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି। ସନ୍ଧ୍ୟା ହେଲେ ବାଳକାଟି ବଜାରରେ ଥିବା କିଛି ପାନ ଦୋକାନରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ଏଠାରେ ବ୍ୟାପକ ବଟା ଓ ଶୁଖୁଲା ଭାଙ୍ଗ (ଗଞ୍ଜେଇ) କାରବାର ଚାଲୁଥିବାବେଳେ ଏସବୁ ଆବଶ୍ୟକତାକୁ ପୂରଣ କରୁଛନ୍ତି ବଜାରରେ ଥିବା କିଛି ପାନ ଦୋକାନୀ। ତେବେ କେଉଁଠୁ ଏତେ ମାତ୍ରାରେ ଭାଙ୍ଗ ଆସୁଛି । କିଏ ଭାଙ୍ଗ ଯୋଗାଉଛି, ପୁଣି ଏହି ଭାଙ୍ଗକୁ ପାନ ଦୋକାନରେ କେମିତି ଖୁଲମଖୁଲା ବିକ୍ରି ହେଉଛି, ଏ ସମ୍ପର୍କରେ ପୁଲିସ ପାଖରେ ସୂଚନା ଅଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ବଜାରରେ ନୁହେଁ ମେଡିକାଲ ନିକଟ, କଲେଜ ପାଖରେ, ରଞ୍ଜେଜେମା ନଈ କୂଳରେ ଥିବା କିଛି ଦୋକାନରେ ମଧ୍ୟ ଉଭୟ ଓଦା ଓ ଶୁଖୁଲା ଭାଙ୍ଗ ବିକ୍ରି ହେଉଛି | ଧଳାଜହର ଓ ଚୋରା ମଦ ପରେ ଏବେ ସବୁଜ ଜହର ସ୍ଥାନୀୟ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର