ଖଣ୍ଡଗିରି ଛକରେ ମଦ ବୋତଲ ସିଗାରେଟ୍ ଧରି ରାସ୍ତାରେ ନାଚିଲେ ଯୁବତୀ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ଖଣ୍ଡଗିରି ଛକରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମଦ୍ୟପ ଯୁବତୀଙ୍କୁ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍ ଧରି ଫିଲ୍ମ ଷ୍ଟାଇଲ୍‌ରେ ହଙ୍ଗାମା କରିଥିଲେ ଯୁବତୀ ଜଣଙ୍କ । ଏଥିସହିତ ଯୁବତୀ ଜଣଙ୍କ ଅଟୋ ଭିତରେ ବସି ଗୋଟିଏ ହାତରେ ବିୟର ବୋତଲ ଧରି ମଦ ପିଉଥିବା ବେଳେ ଅନ୍ୟ ହାତରେ ସିଗାରେଟ୍ ଧରି ଧୂଆଁ ଉଡ଼ାଉଥିଲେ। ଯୁବତୀଙ୍କ ବେଶପୋଷାକରୁ ଆଭିଜାତ୍ୟ ପରିବାର ଭଳି ମନେ […]

ଭୁବନେଶ୍ୱର : ରାଜଧାନୀର ଖଣ୍ଡଗିରି ଛକରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମଦ୍ୟପ ଯୁବତୀଙ୍କୁ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍ ଧରି ଫିଲ୍ମ ଷ୍ଟାଇଲ୍‌ରେ ହଙ୍ଗାମା କରିଥିଲେ ଯୁବତୀ ଜଣଙ୍କ । ଏଥିସହିତ ଯୁବତୀ ଜଣଙ୍କ ଅଟୋ ଭିତରେ ବସି ଗୋଟିଏ ହାତରେ ବିୟର ବୋତଲ ଧରି ମଦ ପିଉଥିବା ବେଳେ ଅନ୍ୟ ହାତରେ ସିଗାରେଟ୍ ଧରି ଧୂଆଁ ଉଡ଼ାଉଥିଲେ। ଯୁବତୀଙ୍କ ବେଶପୋଷାକରୁ ଆଭିଜାତ୍ୟ ପରିବାର ଭଳି ମନେ ହେଉଥିଲେ। ପରେ ଯୁବତୀ ଜଣଙ୍କ ବିୟର ଶେଷ କରିବା ପରେ ରାସ୍ତା ମଝିରେ ନାଚିବାକୁ ଲାଗିଲେ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: IMD

ଯେଉଁଥ୍ ପାଇଁ ଖଣ୍ଡଗିରି ଛକରେ କିଛି ସମୟରେ ପାଇଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା | ଖବର ପାଇ ପୁଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଘରକୁ ଯିବାକୁ କହିଲେ । ହେଲେ ଯୁବତୀ ଜଣଙ୍କ ପୁଲିସ ଉପରେ ତାଉ ଦେଖାଇଲେ। ଏପରିକି ସିଗାରେଟ୍ ଟାଣି ପୁଲିସ ମୁହଁକୁ ନୂଆ ଛାଡ଼ୁଥିବାରୁ ଦେଖିବାକୁ ମିଳିଥିଲା । ଶେଷରେ ଥାନାରୁ ମହିଳା ପୁଲିସ ଆସି ମଦ୍ୟପ ଯୁବତୀଙ୍କୁ ଥାନାକୁ ନେଇ କେବଳ ଜରିମାନା କାଟି ଛାଡ଼ି ଦେଇଥିଲା। ଯୁବତୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ରେଳ ଧାରଣାରେ ରିଲ୍ସ ବନାଉଥିଲେ, ଟ୍ରେନ୍ ଧକ୍କାରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର