5T ସଚିବଙ୍କ ମୁହଁରେ କାଳି ଦେଖି ଆମେ କାନ୍ଦି ପକାଇଲୁ, ମା’ମାନଙ୍କ ଆଗରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ : କନକଲତା ପଣ୍ଡା

The Sakala Picture
Published On

ସତ୍ୟବାଦୀ : ପୁରୀ ଜିଲ୍ଲା ସତ୍ୟବାଦୀରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଉପରକୁ କାଳିମାଡ଼ କରାଯାଇଛି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ଏକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୁଲିସ ତାକୁ […]

ସତ୍ୟବାଦୀ : ପୁରୀ ଜିଲ୍ଲା ସତ୍ୟବାଦୀରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଉପରକୁ କାଳିମାଡ଼ କରାଯାଇଛି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ଏକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୁଲିସ ତାକୁ ଗିରଫ କରିନେଇଛି। କିନ୍ତୁ କାଳିମାଡ ହେବା ସତ୍ତ୍ବେ ୫ଟି ସଚିବ ଭିକେ ପାଣ୍ଡିଆନ କାଳିବୋଳା ମୁହଁରେ ବି ନିଜ କର୍ତ୍ତବ୍ୟ ସଂପାଦନ କରି ନିଜ ବଡ଼ପଣିଆର ପରିଚୟ ଦେଇଛନ୍ତି। କାଳିମାଡ ହେବା ପରେ ୫ଟି ସଚିବ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସମସ୍ୟା ଶୁଣିବା ସହ ଜନତାଙ୍କ ସହିତ ହାତ ମିଳାଇଥିଲେ।କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

ଅନ୍ୟପଟେ କାଳିମାଡ ପରେ ହସହସ ମୁହଁରେ ଲୋକମାନଙ୍କୁ ୫ଟି ସଚିବ ଭେଟିବା ସମୟରେ ତାଙ୍କ ମୁହଁରୁ ସେଠାରେ ଉପସ୍ଥିତି ଥିବା ମାଆ ମାନେ ନିଜ ପଣତକାନିରେ କାଳି ପୋଛିଦେବା ସହ ହାତରେ ସୁରକ୍ଷା କବଚ ରାକ୍ଷୀ ବାନ୍ଧିଦେଇଥିଲେ। ଯାହାକି ପ୍ରମାଣିତ କରିଥିଲା ୫ଟି ସଚିବଙ୍କ ପ୍ରତି ଲୋକଙ୍କର କେତେ ବିଶ୍ବାସ ଓ ଭରସା ରହିଛି। ୫ଟି ସଚିବଙ୍କ ମୁହଁରୁ କାଳି ପୋଛିଥିବା କନକଲତା ପଣ୍ଡା ନିଜ ପ୍ରତିକ୍ରିିୟାରେ କହିଛନ୍ତି ମା’ମାନଙ୍କୁ ଆଗକୁ ନେବା ପାଇଁ ଅନେକ ସହଯୋଗ କରୁଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ।  ମାଆ ହୋଇ କେବେ କେହି ସହିପାରିବିନି ପୁଅର ମୁହଁରେ କାଳି ପଡ଼ୁ। ୫ଟି ସଚିବ ଆମ ପୁଅ ଭଳି। ତାଙ୍କ ମୁହଁରେ କାଳି ଦେଖି ଆମେ କାନ୍ଦି ପକାଇଲୁ। ବିରୋଧୀଙ୍କ ଷଡ଼ଯନ୍ତ୍ର, କାଳିମାଡ଼ କରିବାକୁ ଚାପ ପକାଯାଇଛି ବୋଲି ଆମେ ମାଆ ମାନେ ଅନୁଭବ କରୁଛୁ ବୋଲି କନକଲତା ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଏଥି ସହିତ ପଞ୍ଚସଖାଙ୍କ ମାଟିରେ ଏପରି କାର୍ଯ୍ୟ କରିଥିବା ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ। ମାଆମାନଙ୍କ ଆଗରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ। ଆମ ମାଟିକୁ ଆସିଥିଲେ ୫ଟି ସଚିବ, ଘଟଣା ପାଇଁ କ୍ଷମା ମାଗିବୁ। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଅନୁରୋଧ କରୁଛୁ ବୋଲି ୫ଟି ସଚିବଙ୍କ ମୁହଁରୁ କାଳି ପୋଛିଥିବା କନକଲତା ପଣ୍ଡା ନିଜ ପ୍ରତିକ୍ରିିୟାରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

19 Aug 2023 By The Sakala

5T ସଚିବଙ୍କ ମୁହଁରେ କାଳି ଦେଖି ଆମେ କାନ୍ଦି ପକାଇଲୁ, ମା’ମାନଙ୍କ ଆଗରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ : କନକଲତା ପଣ୍ଡା

ସତ୍ୟବାଦୀ : ପୁରୀ ଜିଲ୍ଲା ସତ୍ୟବାଦୀରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଉପରକୁ କାଳିମାଡ଼ କରାଯାଇଛି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ଏକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୁଲିସ ତାକୁ ଗିରଫ କରିନେଇଛି। କିନ୍ତୁ କାଳିମାଡ ହେବା ସତ୍ତ୍ବେ ୫ଟି ସଚିବ ଭିକେ ପାଣ୍ଡିଆନ କାଳିବୋଳା ମୁହଁରେ ବି ନିଜ କର୍ତ୍ତବ୍ୟ ସଂପାଦନ କରି ନିଜ ବଡ଼ପଣିଆର ପରିଚୟ ଦେଇଛନ୍ତି। କାଳିମାଡ ହେବା ପରେ ୫ଟି ସଚିବ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସମସ୍ୟା ଶୁଣିବା ସହ ଜନତାଙ୍କ ସହିତ ହାତ ମିଳାଇଥିଲେ।କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଅନ୍ୟପଟେ କାଳିମାଡ ପରେ ହସହସ ମୁହଁରେ ଲୋକମାନଙ୍କୁ ୫ଟି ସଚିବ ଭେଟିବା ସମୟରେ ତାଙ୍କ ମୁହଁରୁ ସେଠାରେ ଉପସ୍ଥିତି ଥିବା ମାଆ ମାନେ ନିଜ ପଣତକାନିରେ କାଳି ପୋଛିଦେବା ସହ ହାତରେ ସୁରକ୍ଷା କବଚ ରାକ୍ଷୀ ବାନ୍ଧିଦେଇଥିଲେ। ଯାହାକି ପ୍ରମାଣିତ କରିଥିଲା ୫ଟି ସଚିବଙ୍କ ପ୍ରତି ଲୋକଙ୍କର କେତେ ବିଶ୍ବାସ ଓ ଭରସା ରହିଛି। ୫ଟି ସଚିବଙ୍କ ମୁହଁରୁ କାଳି ପୋଛିଥିବା କନକଲତା ପଣ୍ଡା ନିଜ ପ୍ରତିକ୍ରିିୟାରେ କହିଛନ୍ତି ମା’ମାନଙ୍କୁ ଆଗକୁ ନେବା ପାଇଁ ଅନେକ ସହଯୋଗ କରୁଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ।  ମାଆ ହୋଇ କେବେ କେହି ସହିପାରିବିନି ପୁଅର ମୁହଁରେ କାଳି ପଡ଼ୁ। ୫ଟି ସଚିବ ଆମ ପୁଅ ଭଳି। ତାଙ୍କ ମୁହଁରେ କାଳି ଦେଖି ଆମେ କାନ୍ଦି ପକାଇଲୁ। ବିରୋଧୀଙ୍କ ଷଡ଼ଯନ୍ତ୍ର, କାଳିମାଡ଼ କରିବାକୁ ଚାପ ପକାଯାଇଛି ବୋଲି ଆମେ ମାଆ ମାନେ ଅନୁଭବ କରୁଛୁ ବୋଲି କନକଲତା ପଣ୍ଡା କହିଛନ୍ତି।

ଏଥି ସହିତ ପଞ୍ଚସଖାଙ୍କ ମାଟିରେ ଏପରି କାର୍ଯ୍ୟ କରିଥିବା ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ। ମାଆମାନଙ୍କ ଆଗରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ। ଆମ ମାଟିକୁ ଆସିଥିଲେ ୫ଟି ସଚିବ, ଘଟଣା ପାଇଁ କ୍ଷମା ମାଗିବୁ। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଅନୁରୋଧ କରୁଛୁ ବୋଲି ୫ଟି ସଚିବଙ୍କ ମୁହଁରୁ କାଳି ପୋଛିଥିବା କନକଲତା ପଣ୍ଡା ନିଜ ପ୍ରତିକ୍ରିିୟାରେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର