ଭୋଟ ଦେବାକୁ ଆସି ବୁଥରେ ଟଳି ପଡ଼ିଲେ ବୃଦ୍ଧା

The Sakala Picture
Published On

ନୀଳଗିରି: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ଯାୟ ମତଦାନ । ଏହି ମତଦାନ ସମୟରେ ଏକ ଦୁଃଖଦ ଖବର ଆସିଛି। ଏଭଳି ଦୁଃଖଦ ଖଟଣା ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁରୁ ଆସିଛି। ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଛି। ମୃତ ବୃଦ୍ଧାଜଣଙ୍କ ସେହି ଗ୍ରାମର ସତ୍ୟଭାମା ବାରିକ ( ୭୦) । ସେ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ଲାଇନ ଛିଡ଼ା ହୋଇଥିବା […]

ନୀଳଗିରି: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ଯାୟ ମତଦାନ । ଏହି ମତଦାନ ସମୟରେ ଏକ ଦୁଃଖଦ ଖବର ଆସିଛି। ଏଭଳି ଦୁଃଖଦ ଖଟଣା ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁରୁ ଆସିଛି। ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଛି। ମୃତ ବୃଦ୍ଧାଜଣଙ୍କ ସେହି ଗ୍ରାମର ସତ୍ୟଭାମା ବାରିକ ( ୭୦) । ସେ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ଲାଇନ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

22 Feb 2022 By The Sakala

ଭୋଟ ଦେବାକୁ ଆସି ବୁଥରେ ଟଳି ପଡ଼ିଲେ ବୃଦ୍ଧା

ନୀଳଗିରି: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ଯାୟ ମତଦାନ । ଏହି ମତଦାନ ସମୟରେ ଏକ ଦୁଃଖଦ ଖବର ଆସିଛି। ଏଭଳି ଦୁଃଖଦ ଖଟଣା ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁରୁ ଆସିଛି। ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଛି। ମୃତ ବୃଦ୍ଧାଜଣଙ୍କ ସେହି ଗ୍ରାମର ସତ୍ୟଭାମା ବାରିକ ( ୭୦) । ସେ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ଲାଇନ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର