କେନ୍ଦ୍ରର IAS ଏବଂ IPS ଅଫିସର ଡେପୁଟେସନ ନିୟମ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶାର ବିରୋଧ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । କେନ୍ଦ୍ର ସରକାର ଚାହିଁଲେ, ଯେ କୌଣସି IAS ଏବଂ IPS ଅଫିସରଙ୍କୁ ଡେପୁଟେସନରେ […]

ଭୁବନେଶ୍ୱର: କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । କେନ୍ଦ୍ର ସରକାର ଚାହିଁଲେ, ଯେ କୌଣସି IAS ଏବଂ IPS ଅଫିସରଙ୍କୁ ଡେପୁଟେସନରେ ନେଇ ପାରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସହ ଥିବା ଯୁଗ୍ମ ଅଧିକାର ବଳରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଆଇଏଏସ ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ପାରିବେ । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ଓଡିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଆପତି କରିଥିବା ଜଣାପଡିଛି । ଏନେଇ ସମସ୍ତ ରାଜ୍ୟଙ୍କୁ ଜାନୁଆରୀ ୨୫ ତାରିଖ ସୁଦ୍ଧା ମତାମତ ମଗାଯାଇଥିଲା ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

କିନ୍ତୁ ପୂର୍ବ ପ୍ରଚଳିତ ନିୟମ ସପକ୍ଷରେ ରାଜ୍ୟ ସରକାର ମତ ଦେଇଛନ୍ତି । ଏହା IPS ଏବଂ IPS ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଓଡ଼ିଶା ଜଣାଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହାଦ୍ୱାରା ବାଧା ପ୍ରାପ୍ତ ହେବ ବୋଲି କହିଛି ଓଡ଼ିଶା । ଡେପୁଟେସନରେ ଯିବା ପାଇଁ ସମ୍ପୃକ୍ତ ଅଫିସରଙ୍କ ଇଚ୍ଛା ଥିବା ମଧ୍ୟ ଦରକାର । କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କୌଣସି ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

25 Jan 2022 By The Sakala

କେନ୍ଦ୍ରର IAS ଏବଂ IPS ଅଫିସର ଡେପୁଟେସନ ନିୟମ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର: କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । କେନ୍ଦ୍ର ସରକାର ଚାହିଁଲେ, ଯେ କୌଣସି IAS ଏବଂ IPS ଅଫିସରଙ୍କୁ ଡେପୁଟେସନରେ ନେଇ ପାରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସହ ଥିବା ଯୁଗ୍ମ ଅଧିକାର ବଳରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଆଇଏଏସ ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ପାରିବେ । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ଓଡିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଆପତି କରିଥିବା ଜଣାପଡିଛି । ଏନେଇ ସମସ୍ତ ରାଜ୍ୟଙ୍କୁ ଜାନୁଆରୀ ୨୫ ତାରିଖ ସୁଦ୍ଧା ମତାମତ ମଗାଯାଇଥିଲା ।

କିନ୍ତୁ ପୂର୍ବ ପ୍ରଚଳିତ ନିୟମ ସପକ୍ଷରେ ରାଜ୍ୟ ସରକାର ମତ ଦେଇଛନ୍ତି । ଏହା IPS ଏବଂ IPS ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଓଡ଼ିଶା ଜଣାଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହାଦ୍ୱାରା ବାଧା ପ୍ରାପ୍ତ ହେବ ବୋଲି କହିଛି ଓଡ଼ିଶା । ଡେପୁଟେସନରେ ଯିବା ପାଇଁ ସମ୍ପୃକ୍ତ ଅଫିସରଙ୍କ ଇଚ୍ଛା ଥିବା ମଧ୍ୟ ଦରକାର । କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କୌଣସି ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର