ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ କେଉଁଠି ପତାକା ଉତ୍ତୋଳନ କରିବେ

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରକାଶ ପାଇଛି। ସମ୍ବଲପୁର- ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ- ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କ ନୟାଗଡ଼- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୟୁରଭଞ୍ଜ- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାୟଗଡ଼ା- ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବାଲେଶ୍ବର- ମନ୍ତ୍ରୀ ଅଶୋକ ପଣ୍ଡା କେନ୍ଦ୍ରାପଡ଼ା- ମନ୍ତ୍ରୀ ସମୀର ଦାଶ କନ୍ଧମାଳ- ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଜଗତସିଂହପୁର- ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁରୀ- […]

ଭୁବନେଶ୍ବର: ରାଜ୍ଯରେ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସମ୍ବଲପୁର- ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କଟକ- ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କ

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ନୟାଗଡ଼- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ମୟୁରଭଞ୍ଜ- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ରାୟଗଡ଼ା- ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ବାଲେଶ୍ବର- ମନ୍ତ୍ରୀ ଅଶୋକ ପଣ୍ଡା

କେନ୍ଦ୍ରାପଡ଼ା- ମନ୍ତ୍ରୀ ସମୀର ଦାଶ

କନ୍ଧମାଳ- ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ଜଗତସିଂହପୁର- ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ପୁରୀ- ମନ୍ତ୍ରୀ ରଘୁନନ୍ଦନ ଦାସ

ବରଗଡ଼- ମନ୍ତ୍ରୀ ପଦ୍ମନାଭ ବେହେରା

ଅନୁଗୁଳ- ମନ୍ତ୍ରୀ ପ୍ରତାପ ଜେନା

ସୁବର୍ଣ୍ଣପୁର- ମନ୍ତ୍ରୀ ଅରୁଣ ସାହୁ

କେନ୍ଦୁଝର- ମନ୍ତ୍ରୀ ସୁଦାମ ମାର୍‌ଣ୍ଡି

ସୁନ୍ଦରଗଡ଼- ମନ୍ତ୍ରୀ ସୁଶାନ୍ତ ସିଂହ

ନୂଆପଡ଼ା- ମନ୍ତ୍ରୀ ନବ ଦାସ

ଗଞ୍ଜାମ- ମନ୍ତ୍ରୀ ଟୁକୁନି ସାହୁ

ମାଲକାନଗିରି- ମନ୍ତ୍ରୀ ଜଗନ୍ନାଥ ସାରକା

ନବରଙ୍ଗପୁର- ମନ୍ତ୍ରୀ ପଦ୍ମିନୀ ଦିଆନ

କୋରାପୁଟ- ମନ୍ତ୍ରୀ ତୁଷାରକାନ୍ତି ବେହେରା

ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ଆର୍‌ଡିସି କରିବେ ଉତ୍ତୋଳନ

ସୂଚନା ଅନୁଯାୟୀ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଅତିଥିଭାବେ ଯୋଗ ଦେଉଥିବା ବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ। କୌଣସି ପ୍ରକାର ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ। କ୍ୟାବିନେଟ୍‍ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ। ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। ଏହାସହିତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସଂକ୍ରାନ୍ତ ଭାଷଣ ଦେଇପାରିବେ ନାହିଁ। ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ। ଏ ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ରପାହ୍ୟାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍‍ଡିସି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

21 Jan 2022 By The Sakala

ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ବର: ରାଜ୍ଯରେ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରକାଶ ପାଇଛି।

ସମ୍ବଲପୁର- ମନ୍ତ୍ରୀ ନିରଞ୍ଜନ ପୂଜାରୀ

କଟକ- ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କ

ନୟାଗଡ଼- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ମୟୁରଭଞ୍ଜ- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ରାୟଗଡ଼ା- ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ବାଲେଶ୍ବର- ମନ୍ତ୍ରୀ ଅଶୋକ ପଣ୍ଡା

କେନ୍ଦ୍ରାପଡ଼ା- ମନ୍ତ୍ରୀ ସମୀର ଦାଶ

କନ୍ଧମାଳ- ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ଜଗତସିଂହପୁର- ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ପୁରୀ- ମନ୍ତ୍ରୀ ରଘୁନନ୍ଦନ ଦାସ

ବରଗଡ଼- ମନ୍ତ୍ରୀ ପଦ୍ମନାଭ ବେହେରା

ଅନୁଗୁଳ- ମନ୍ତ୍ରୀ ପ୍ରତାପ ଜେନା

ସୁବର୍ଣ୍ଣପୁର- ମନ୍ତ୍ରୀ ଅରୁଣ ସାହୁ

କେନ୍ଦୁଝର- ମନ୍ତ୍ରୀ ସୁଦାମ ମାର୍‌ଣ୍ଡି

ସୁନ୍ଦରଗଡ଼- ମନ୍ତ୍ରୀ ସୁଶାନ୍ତ ସିଂହ

ନୂଆପଡ଼ା- ମନ୍ତ୍ରୀ ନବ ଦାସ

ଗଞ୍ଜାମ- ମନ୍ତ୍ରୀ ଟୁକୁନି ସାହୁ

ମାଲକାନଗିରି- ମନ୍ତ୍ରୀ ଜଗନ୍ନାଥ ସାରକା

ନବରଙ୍ଗପୁର- ମନ୍ତ୍ରୀ ପଦ୍ମିନୀ ଦିଆନ

କୋରାପୁଟ- ମନ୍ତ୍ରୀ ତୁଷାରକାନ୍ତି ବେହେରା

ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ଆର୍‌ଡିସି କରିବେ ଉତ୍ତୋଳନ

ସୂଚନା ଅନୁଯାୟୀ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଅତିଥିଭାବେ ଯୋଗ ଦେଉଥିବା ବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ। କୌଣସି ପ୍ରକାର ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ। କ୍ୟାବିନେଟ୍‍ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ। ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। ଏହାସହିତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସଂକ୍ରାନ୍ତ ଭାଷଣ ଦେଇପାରିବେ ନାହିଁ। ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ। ଏ ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ରପାହ୍ୟାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍‍ଡିସି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

https://www.thesakala.in/latest-odisha-news/which-minister-in-which-dist-will-hoist-the-flag-on-republicday/article-8632
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର