ନବବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆ ବର୍ଷରେ ନବୀନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଓଡିଶାବାସୀଙ୍କର ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୨ ଓଡିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ ଏହି ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ନବୀନ । କୁହାଯାଏ ନୂଆବର୍ଷରେ କାଳିଆ ଦର୍ଶନ କଲେ ବର୍ଷଟି ଭଲରେ କଟେ। ଏଥିଲାଗି ଓଡ଼ିଆ ଘରେ ସମସ୍ତେ ନୂଆବର୍ଷରେ ପୁରୀ […]

ଭୁବନେଶ୍ବର : ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆ ବର୍ଷରେ ନବୀନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଓଡିଶାବାସୀଙ୍କର ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୨ ଓଡିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ ଏହି ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କୁହାଯାଏ ନୂଆବର୍ଷରେ କାଳିଆ ଦର୍ଶନ କଲେ ବର୍ଷଟି ଭଲରେ କଟେ। ଏଥିଲାଗି ଓଡ଼ିଆ ଘରେ ସମସ୍ତେ ନୂଆବର୍ଷରେ ପୁରୀ ଆସିଥାନ୍ତି । ନବୀନ ଯେବେଠୁ ରାଜ୍ୟର ଶାସନ ଡୋରୀ ଧରିଛନ୍ତି ସେବେଠାରୁ ବର୍ଷ ଆରମ୍ଭରୁ ତାଙ୍କର ଜଗା ଦର୍ଶନ ପ୍ରକ୍ରିୟା ଜାରି ରହିଛି । ସତେ ଯେମିତି ନବୀନଙ୍କ ଲାଗି ଏହା ପରମ୍ପରାରେ ପରିଣତ ହୋଇଯାଇଛି । କିନ୍ତୁ କୋଭିଡ଼ ମହାମାରୀ କାରଣରୁ ରାଜ୍ୟ ସରକାର ଭିଡକୁ କୁ ଦୃଷ୍ଟିରେ ରଖି ନୂଆବର୍ଷରେ ସାଧାରଣ ଦର୍ଶନ ବନ୍ଦ କରିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ  ପୁରୀ ଯାଇ ଜଗା ଦର୍ଶନ କରିବା ପରିବର୍ତ୍ତେ  ନିଜ ଘରେ ସେ ଜଗା ଦର୍ଶନ କରିଛନ୍ତି । ସକାଳୁ ଉଠି ମୁଖ୍ୟମନ୍ତ୍ରୀ ଘରେ ଲାଗିଥିବା ଜଗନ୍ନାଥ ଫଟୋ ଚିତ୍ରରେ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଭାବର ଠାକୁର କାଳିଆକୁ ଘରର ସମ୍ମୁଖ ଦ୍ଵାରରେ ସ୍ଥାନିତ କରି ପ୍ରତ୍ୟେକ ଦିନ ଆଶୀର୍ବାଦ ଲୋଡ଼ନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ନିଜ ସାଧାରଣ ତଥା ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାରକରି ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେହେଲେ ଭୁଲନ୍ତି ନାହିଁ । ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧ ତାରିଖ ଦିନ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ତେବେ କୋଭିଡ କଟକଣା ଯେ।ଗୁଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ନିଜ ବାସଭବନରେ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ।ନବୀନ ନିବାସରେ ଥିବା ଶ୍ରୀଜଗନ୍ନାଥଙ୍କ ଫଟୋ ପାଖରେ ଭକ୍ତିପୂତ ପ୍ରଣାମ ଜଣାଇବା ସହ ରାଜ୍ୟ ପାଇଁ ମଙ୍ଗଳ କାମନା କରିଛନ୍ତି ନବୀନ। ମହାପ୍ରଭୁ ଶ୍ରୀଜଗନ୍ନାଥ କରୋନା ମହାମାରୀରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ନବୀନ ଅତି ନିରାଡ଼ମ୍ବର ଭାବେ ନୂଆ ବର୍ଷ ଆରମ୍ଭ କରିଛନ୍ତି । ନୂଆବର୍ଷରେ ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଶ୍ରୀଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି ନବୀନ ।

କରୋନା କଟକଣା ପାଇଁ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କ ପରି ନିରାଡମ୍ବର ଭାବେ ନୂଆବର୍ଷକୁ ପାଳନ କରିଛନ୍ତି। ଗତ କିଛି ଘଣ୍ଟା ହେବ ସୋସିଆଲ ମିଡ଼ିଆରେ ନବୀନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ନବୀନଙ୍କର ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା  ଏହି ଭିଡିଓରୁ ଜାଗା ପ୍ରୀତି ଛଡା ନବୀନଙ୍କ ସରଳ ଜୀବନ ଯାପନ ନେଇ ବାର୍ତ୍ତା ସାମ୍ନାକୁ ଆସୁଛି ।  ନବୀନ ସବୁବେଳେ ଦଳୀୟ ନେତା ଓ କର୍ମୀଙ୍କୁ ସନ୍ଦେଶ ଦେଇଛନ୍ତି ଯେ, ସରଳ ଓ ନିରାମୟ ଜୀବନ ଯାପନ କରନ୍ତୁ । ଲୋକଙ୍କ ଲାଗି କାର୍ଯ୍ୟ କରନ୍ତୁ । ଏହି ଭିଡି଼ଓରେ ନବୀନ ପରିଧାନ କରିଥିବା ପୋଷାକ ଏହି ବାର୍ତ୍ତା ବହନ କରୁଛି । ନବୀନ ଯାହା କୁହନ୍ତି, ତାହା ମଧ୍ୟ କରନ୍ତି ତାହାର ପ୍ରମାଣ ଖୋଦ ନବୀନ ଦେଇଛନ୍ତି ।

01 Jan 2022 By The Sakala

ନବବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆ ବର୍ଷରେ ନବୀନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଓଡିଶାବାସୀଙ୍କର ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୨ ଓଡିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ ଏହି ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

କୁହାଯାଏ ନୂଆବର୍ଷରେ କାଳିଆ ଦର୍ଶନ କଲେ ବର୍ଷଟି ଭଲରେ କଟେ। ଏଥିଲାଗି ଓଡ଼ିଆ ଘରେ ସମସ୍ତେ ନୂଆବର୍ଷରେ ପୁରୀ ଆସିଥାନ୍ତି । ନବୀନ ଯେବେଠୁ ରାଜ୍ୟର ଶାସନ ଡୋରୀ ଧରିଛନ୍ତି ସେବେଠାରୁ ବର୍ଷ ଆରମ୍ଭରୁ ତାଙ୍କର ଜଗା ଦର୍ଶନ ପ୍ରକ୍ରିୟା ଜାରି ରହିଛି । ସତେ ଯେମିତି ନବୀନଙ୍କ ଲାଗି ଏହା ପରମ୍ପରାରେ ପରିଣତ ହୋଇଯାଇଛି । କିନ୍ତୁ କୋଭିଡ଼ ମହାମାରୀ କାରଣରୁ ରାଜ୍ୟ ସରକାର ଭିଡକୁ କୁ ଦୃଷ୍ଟିରେ ରଖି ନୂଆବର୍ଷରେ ସାଧାରଣ ଦର୍ଶନ ବନ୍ଦ କରିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ  ପୁରୀ ଯାଇ ଜଗା ଦର୍ଶନ କରିବା ପରିବର୍ତ୍ତେ  ନିଜ ଘରେ ସେ ଜଗା ଦର୍ଶନ କରିଛନ୍ତି । ସକାଳୁ ଉଠି ମୁଖ୍ୟମନ୍ତ୍ରୀ ଘରେ ଲାଗିଥିବା ଜଗନ୍ନାଥ ଫଟୋ ଚିତ୍ରରେ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଭାବର ଠାକୁର କାଳିଆକୁ ଘରର ସମ୍ମୁଖ ଦ୍ଵାରରେ ସ୍ଥାନିତ କରି ପ୍ରତ୍ୟେକ ଦିନ ଆଶୀର୍ବାଦ ଲୋଡ଼ନ୍ତି ନବୀନ ।

ନିଜ ସାଧାରଣ ତଥା ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାରକରି ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେହେଲେ ଭୁଲନ୍ତି ନାହିଁ । ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧ ତାରିଖ ଦିନ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ତେବେ କୋଭିଡ କଟକଣା ଯେ।ଗୁଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ନିଜ ବାସଭବନରେ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ।ନବୀନ ନିବାସରେ ଥିବା ଶ୍ରୀଜଗନ୍ନାଥଙ୍କ ଫଟୋ ପାଖରେ ଭକ୍ତିପୂତ ପ୍ରଣାମ ଜଣାଇବା ସହ ରାଜ୍ୟ ପାଇଁ ମଙ୍ଗଳ କାମନା କରିଛନ୍ତି ନବୀନ। ମହାପ୍ରଭୁ ଶ୍ରୀଜଗନ୍ନାଥ କରୋନା ମହାମାରୀରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ନବୀନ ଅତି ନିରାଡ଼ମ୍ବର ଭାବେ ନୂଆ ବର୍ଷ ଆରମ୍ଭ କରିଛନ୍ତି । ନୂଆବର୍ଷରେ ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଶ୍ରୀଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି ନବୀନ ।

କରୋନା କଟକଣା ପାଇଁ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କ ପରି ନିରାଡମ୍ବର ଭାବେ ନୂଆବର୍ଷକୁ ପାଳନ କରିଛନ୍ତି। ଗତ କିଛି ଘଣ୍ଟା ହେବ ସୋସିଆଲ ମିଡ଼ିଆରେ ନବୀନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ନବୀନଙ୍କର ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା  ଏହି ଭିଡିଓରୁ ଜାଗା ପ୍ରୀତି ଛଡା ନବୀନଙ୍କ ସରଳ ଜୀବନ ଯାପନ ନେଇ ବାର୍ତ୍ତା ସାମ୍ନାକୁ ଆସୁଛି ।  ନବୀନ ସବୁବେଳେ ଦଳୀୟ ନେତା ଓ କର୍ମୀଙ୍କୁ ସନ୍ଦେଶ ଦେଇଛନ୍ତି ଯେ, ସରଳ ଓ ନିରାମୟ ଜୀବନ ଯାପନ କରନ୍ତୁ । ଲୋକଙ୍କ ଲାଗି କାର୍ଯ୍ୟ କରନ୍ତୁ । ଏହି ଭିଡି଼ଓରେ ନବୀନ ପରିଧାନ କରିଥିବା ପୋଷାକ ଏହି ବାର୍ତ୍ତା ବହନ କରୁଛି । ନବୀନ ଯାହା କୁହନ୍ତି, ତାହା ମଧ୍ୟ କରନ୍ତି ତାହାର ପ୍ରମାଣ ଖୋଦ ନବୀନ ଦେଇଛନ୍ତି ।

https://www.thesakala.in/latest-odisha-news/chief-minister-naveen-patnaik-prayed-to-the-jagannath-at-naveen-nivas-in-the-new-year/article-8055
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର