ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ

The Sakala Picture
Published On

ଭୁବନେଶ୍ୱର: ଡିମ୍ପଲ ଓ ଡା: ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନେଇଛି ନୂଆ ମୋଡ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସୁମିତଙ୍କ ୭୮ ବର୍ଷୀୟ ଜେଜେ ମା ବିବାସିନୀ ସାହୁ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ […]

ଭୁବନେଶ୍ୱର: ଡିମ୍ପଲ ଓ ଡା: ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନେଇଛି ନୂଆ ମୋଡ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସୁମିତଙ୍କ ୭୮ ବର୍ଷୀୟ ଜେଜେ ମା ବିବାସିନୀ ସାହୁ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ସୁରକ୍ଷା ଓ ନ୍ୟାୟ ମାଗିଛନ୍ତି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଅନ୍ୟପଟେ ଘଟଣାକୁ ନେଇ ମହିଳା କମିଶନ ଅଧ୍ୟକ୍ଷା ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା । ମାମଲା କୋର୍ଟରେ ବିଚାରାଧୀନ ରହିଛି, ରାୟ ପାଇଁ ଧର୍ଯ୍ୟ ରଖିବା ଆବଶ୍ୟକ, ଆଇନକୁ ହାତକୁ ନେବା ଉଚିତ ନୁହେଁ । ସୁମିତଙ୍କ ଜେଜେ ମା ବିବାସିନୀଙ୍କ ଅଭିଯୋଗ କମିଶନ ପାଇଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ କମିଶନ ବ୍ରହ୍ମପୁର ଏସ ପି ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି କହିଛନ୍ତି । ଆଜି ରାଜ୍ୟ ମହିଳା କମିଶନ ୫ ଦିନିଆ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ଏହି ଘଟଣାରେ ବ୍ରହ୍ମପୁର ଏସ ପିଙ୍କୁ ଭେଟିବା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

21 Dec 2021 By The Sakala

ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ

ଭୁବନେଶ୍ୱର: ଡିମ୍ପଲ ଓ ଡା: ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନେଇଛି ନୂଆ ମୋଡ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସୁମିତଙ୍କ ୭୮ ବର୍ଷୀୟ ଜେଜେ ମା ବିବାସିନୀ ସାହୁ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ସୁରକ୍ଷା ଓ ନ୍ୟାୟ ମାଗିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ମହିଳା କମିଶନ ଅଧ୍ୟକ୍ଷା ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା । ମାମଲା କୋର୍ଟରେ ବିଚାରାଧୀନ ରହିଛି, ରାୟ ପାଇଁ ଧର୍ଯ୍ୟ ରଖିବା ଆବଶ୍ୟକ, ଆଇନକୁ ହାତକୁ ନେବା ଉଚିତ ନୁହେଁ । ସୁମିତଙ୍କ ଜେଜେ ମା ବିବାସିନୀଙ୍କ ଅଭିଯୋଗ କମିଶନ ପାଇଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ କମିଶନ ବ୍ରହ୍ମପୁର ଏସ ପି ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି କହିଛନ୍ତି । ଆଜି ରାଜ୍ୟ ମହିଳା କମିଶନ ୫ ଦିନିଆ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ଏହି ଘଟଣାରେ ବ୍ରହ୍ମପୁର ଏସ ପିଙ୍କୁ ଭେଟିବା ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର