ବଦଳିଲା ପାଗ, ୨ ଦିନରେ ରାଜ୍ୟରେ ବଢିବ ଶୀତ

The Sakala Picture
Published On

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ପ୍ରଭାବ ହରାଇଥିବା ବେଳେ ଏବେ ତାପମାତ୍ରା କମିବ। ତେଣୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଲଘୁଚାପଜନିତ ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାତିର ତାପମାତ୍ରାରେ ବୃଦ୍ଧି ଘଟିଥିଲା। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ଵାଭାବିକଠାରୁ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ […]

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ପ୍ରଭାବ ହରାଇଥିବା ବେଳେ ଏବେ ତାପମାତ୍ରା କମିବ। ତେଣୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଲଘୁଚାପଜନିତ ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାତିର ତାପମାତ୍ରାରେ ବୃଦ୍ଧି ଘଟିଥିଲା। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ଵାଭାବିକଠାରୁ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଥିଲା । ଏବେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବା ସହିତ ତାପମାତ୍ରା କମିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ଵାସ କହିଛନ୍ତି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୧୩ ଡିଗ୍ରୀ ସେଲସିସୟସ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

07 Dec 2021 By The Sakala

ବଦଳିଲା ପାଗ, ୨ ଦିନରେ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ପ୍ରଭାବ ହରାଇଥିବା ବେଳେ ଏବେ ତାପମାତ୍ରା କମିବ। ତେଣୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଲଘୁଚାପଜନିତ ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାତିର ତାପମାତ୍ରାରେ ବୃଦ୍ଧି ଘଟିଥିଲା। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ଵାଭାବିକଠାରୁ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଥିଲା । ଏବେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବା ସହିତ ତାପମାତ୍ରା କମିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ଵାସ କହିଛନ୍ତି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୧୩ ଡିଗ୍ରୀ ସେଲସିସୟସ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର