ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍

The Sakala Picture
Published On

ସାଲେପୁର :  ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଘଟଣା ଘଟିଛି ସାଲେପୁର ଅଞ୍ଚଳରେ । ସାଲେପୁର ମାଛୁଆତି ବଜାରରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ମୁଖା ପିନ୍ଧି ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

ସାଲେପୁର :  ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଘଟଣା ଘଟିଛି ସାଲେପୁର ଅଞ୍ଚଳରେ । ସାଲେପୁର ମାଛୁଆତି ବଜାରରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ମୁଖା ପିନ୍ଧି ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବ୍ୟାଙ୍କର ଜଣ ଜଣ କର୍ମଚାରୀଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ବ୍ୟାଙ୍କର ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛନ୍ତି । ଏଥିସହ କଟକ, ଜଗତପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଆଦି ଅଞ୍ଚଳର ଏଭଳି କ୍ରିମିନାଲମାନଙ୍କର ଗତିବିଧିକୁ ତର୍ଜମା କରୁଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

18 Oct 2021 By The Sakala

ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍

ସାଲେପୁର :  ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଘଟଣା ଘଟିଛି ସାଲେପୁର ଅଞ୍ଚଳରେ । ସାଲେପୁର ମାଛୁଆତି ବଜାରରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ମୁଖା ପିନ୍ଧି ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବ୍ୟାଙ୍କର ଜଣ ଜଣ କର୍ମଚାରୀଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ବ୍ୟାଙ୍କର ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛନ୍ତି । ଏଥିସହ କଟକ, ଜଗତପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଆଦି ଅଞ୍ଚଳର ଏଭଳି କ୍ରିମିନାଲମାନଙ୍କର ଗତିବିଧିକୁ ତର୍ଜମା କରୁଛନ୍ତି ।

https://www.thesakala.in/latest-odisha-news/salepur-bank-loot/article-6185
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର