ବି-ଟେକ୍ ଛାତ୍ର କରୁଛନ୍ତି ବ୍ରାଉନସୁଗାର ବେପାର; ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ କଲା ଏସଟିଏଫ୍ ଟିମ୍

The Sakala Picture
Published On

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର କରୁଛନ୍ତି ବ୍ରାଉନସୁଗାର ବେପାର । ତାଙ୍କଠାରୁ ୧ କେଜି ୩୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଖୋର୍ଦ୍ଧ ଜିଲ୍ଲା କୁମାରବସ୍ତି ନିକଟରୁ ଏହି ଧଳା ଜହରକୁ ଜବତ କରାଯାଇଛି। ମାମଲାରେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ । ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ। ସୂଚନା ଅନୁସାରେ ଖୋର୍ଦ୍ଧାର କୁମ୍ଭାରବସ୍ତି ଅଞ୍ଚଳରେ ଧଳାଜହରର ଡିଲ୍ ହେଉଥିବା ନେଇ କୌଣସି ସୂତ୍ରରୁ […]

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର କରୁଛନ୍ତି ବ୍ରାଉନସୁଗାର ବେପାର । ତାଙ୍କଠାରୁ ୧ କେଜି ୩୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଖୋର୍ଦ୍ଧ ଜିଲ୍ଲା କୁମାରବସ୍ତି ନିକଟରୁ ଏହି ଧଳା ଜହରକୁ ଜବତ କରାଯାଇଛି। ମାମଲାରେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ । ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସୂଚନା ଅନୁସାରେ ଖୋର୍ଦ୍ଧାର କୁମ୍ଭାରବସ୍ତି ଅଞ୍ଚଳରେ ଧଳାଜହରର ଡିଲ୍ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ସେହି ସ୍ଥାନରେ ମନୋରଞ୍ଜନ ଧଳା ଜହର ବିକ୍ରି କରିବା ପାଇଁ ଜଣେ ନିଶା ବ୍ୟବସାୟୀ ସହ ଡିଲ୍ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

୨୦୨୦ ମସିହା ପରଠାରୁ ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଟିମ ୩୯କେଜି ବ୍ରାଉନସୁଗାର ଜବତ କରିଛି । ଏଯାଏ ୮୬କୁଇଣ୍ଟାଲ ୮୧କେଜି ଗଞ୍ଜେଇ ଜବତ । ଏହିସବୁ ମାମଲାରେ ୧୦୦ରୁ ଅଧିକ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

04 Sep 2021 By The Sakala

ବି-ଟେକ୍ ଛାତ୍ର କରୁଛନ୍ତି ବ୍ରାଉନସୁଗାର ବେପାର; ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ କଲା ଏସଟିଏଫ୍ ଟିମ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର କରୁଛନ୍ତି ବ୍ରାଉନସୁଗାର ବେପାର । ତାଙ୍କଠାରୁ ୧ କେଜି ୩୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଖୋର୍ଦ୍ଧ ଜିଲ୍ଲା କୁମାରବସ୍ତି ନିକଟରୁ ଏହି ଧଳା ଜହରକୁ ଜବତ କରାଯାଇଛି। ମାମଲାରେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ । ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ।

ସୂଚନା ଅନୁସାରେ ଖୋର୍ଦ୍ଧାର କୁମ୍ଭାରବସ୍ତି ଅଞ୍ଚଳରେ ଧଳାଜହରର ଡିଲ୍ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ସେହି ସ୍ଥାନରେ ମନୋରଞ୍ଜନ ଧଳା ଜହର ବିକ୍ରି କରିବା ପାଇଁ ଜଣେ ନିଶା ବ୍ୟବସାୟୀ ସହ ଡିଲ୍ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା।

୨୦୨୦ ମସିହା ପରଠାରୁ ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଟିମ ୩୯କେଜି ବ୍ରାଉନସୁଗାର ଜବତ କରିଛି । ଏଯାଏ ୮୬କୁଇଣ୍ଟାଲ ୮୧କେଜି ଗଞ୍ଜେଇ ଜବତ । ଏହିସବୁ ମାମଲାରେ ୧୦୦ରୁ ଅଧିକ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର