ଖେଳୁଥିବା ସମୟରେ ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

The Sakala Picture
Published On

ଶୁକୃଳି: ଶୁକୃଳି ବ୍ଳକର ଉଲେଇକୁଣ୍ଡି ଗାଁରେ ଏକ ଅଘଟଣ ଘଟି ଦୁଇ ଶିଶୁଙ୍କର ଜୀବନ ଚାଲିଯାଇଛି । ଖେଳୁଥିବା ସମୟରେ ନିଜ ଘରର ପୋଖରୀରେ ପଡି ଅନାମ ମୁଣ୍ଡାଙ୍କ ଦୁଇ ଶିଶୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଲ କାମ କରିବା ପାଇଁ ପରିବାର ଲେକମାନେ ଯାଇଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ପୁଅର ବୟସ ଅଢେଇ ବର୍ଷ ହେଇଥିବା ବେଳେ ଝିଅର ବୟସ ଦେଢ ବର୍ଷ । ଦୁଇ ଶିଶୁଙ୍କୁ ଶୁକୃଳି ଡାକ୍ତରଖାନା […]

ଶୁକୃଳି: ଶୁକୃଳି ବ୍ଳକର ଉଲେଇକୁଣ୍ଡି ଗାଁରେ ଏକ ଅଘଟଣ ଘଟି ଦୁଇ ଶିଶୁଙ୍କର ଜୀବନ ଚାଲିଯାଇଛି । ଖେଳୁଥିବା ସମୟରେ ନିଜ ଘରର ପୋଖରୀରେ ପଡି ଅନାମ ମୁଣ୍ଡାଙ୍କ ଦୁଇ ଶିଶୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଲ କାମ କରିବା ପାଇଁ ପରିବାର ଲେକମାନେ ଯାଇଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ପୁଅର ବୟସ ଅଢେଇ ବର୍ଷ ହେଇଥିବା ବେଳେ ଝିଅର ବୟସ ଦେଢ ବର୍ଷ । ଦୁଇ ଶିଶୁଙ୍କୁ ଶୁକୃଳି ଡାକ୍ତରଖାନା ନେଇଥିଲେ ହେଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ରରୁଆଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଖବର ଶୁଣି ଗାଁ ପରିବେଶ ଶୋକାକୁଳ ହୋଇପଡିଛି ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

19 Aug 2021 By The Sakala

ଖେଳୁଥିବା ସମୟରେ ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

ଶୁକୃଳି: ଶୁକୃଳି ବ୍ଳକର ଉଲେଇକୁଣ୍ଡି ଗାଁରେ ଏକ ଅଘଟଣ ଘଟି ଦୁଇ ଶିଶୁଙ୍କର ଜୀବନ ଚାଲିଯାଇଛି । ଖେଳୁଥିବା ସମୟରେ ନିଜ ଘରର ପୋଖରୀରେ ପଡି ଅନାମ ମୁଣ୍ଡାଙ୍କ ଦୁଇ ଶିଶୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଲ କାମ କରିବା ପାଇଁ ପରିବାର ଲେକମାନେ ଯାଇଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ପୁଅର ବୟସ ଅଢେଇ ବର୍ଷ ହେଇଥିବା ବେଳେ ଝିଅର ବୟସ ଦେଢ ବର୍ଷ । ଦୁଇ ଶିଶୁଙ୍କୁ ଶୁକୃଳି ଡାକ୍ତରଖାନା ନେଇଥିଲେ ହେଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ରରୁଆଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଖବର ଶୁଣି ଗାଁ ପରିବେଶ ଶୋକାକୁଳ ହୋଇପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର