ପଟ୍ଟାମୁଣ୍ତାଇରେ ଅଭବାନୀୟ ଘଟଣା: ତରଭୁଜ ଖାଇ ପରିବାରରେ ଜଣେ ମୃତ, ୫ଜଣ ଅସୁସ୍ଥ

Madhusudan Das Picture
Published On

କେନ୍ଦ୍ରାପଡା: ତରଭୁଜ ନେଲା ଜୀବନ । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ମୃତ୍ୟୁବରଣ କରିଥିବାବେଳେ ଆଉ ୫ଜଣ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ଅନ୍ତର୍ଗତ କୁପୁଣି ଗାଁରେ ଘଟିଛି ଏଭଳି ଅଭବାନୀୟ ଘଟଣା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ନାବାଳକ ମୃତ ଘଟିଛି। ମୃତ ନାବାଳକର ନାଁ  ସ୍ଵାଧୀନ ସେନାପତି। ତାଙ୍କ ବାପା ପଞ୍ଚାନନ ସେନାପତି ଏବେ ବି କେନ୍ଦ୍ରାପଡାରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: SIR ପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ CEOଙ୍କ ପରାମର୍ଶ

ଘରକୁ କିଣିକି ଆଣିଥିବା ତରଭୁଜ ଖାଇବା ପରେ ପରିବାର ସଦସ୍ୟ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l କିଛି ସମୟ ପରେ ବାନ୍ତି ଓ ପତଳା ଝାଡ଼ା ହୋଇଥିଲେ l ୫ଜଣ ଅସୁସ୍ଥ ହେବା ପରେ ଜଣେ ସମ୍ପର୍କୀୟ ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ବିଗିଡ଼ିବାକୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ୱାଧୀନ ସେନାପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

16 May 2026 By Madhusudan Das

ପଟ୍ଟାମୁଣ୍ତାଇରେ ଅଭବାନୀୟ ଘଟଣା: ତରଭୁଜ ଖାଇ ପରିବାରରେ ଜଣେ ମୃତ, ୫ଜଣ ଅସୁସ୍ଥ

କେନ୍ଦ୍ରାପଡା: ତରଭୁଜ ନେଲା ଜୀବନ । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ମୃତ୍ୟୁବରଣ କରିଥିବାବେଳେ ଆଉ ୫ଜଣ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ଅନ୍ତର୍ଗତ କୁପୁଣି ଗାଁରେ ଘଟିଛି ଏଭଳି ଅଭବାନୀୟ ଘଟଣା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ନାବାଳକ ମୃତ ଘଟିଛି। ମୃତ ନାବାଳକର ନାଁ  ସ୍ଵାଧୀନ ସେନାପତି। ତାଙ୍କ ବାପା ପଞ୍ଚାନନ ସେନାପତି ଏବେ ବି କେନ୍ଦ୍ରାପଡାରେ ଚିକିତ୍ସିତ ହେଉଛନ୍ତି।

ଘରକୁ କିଣିକି ଆଣିଥିବା ତରଭୁଜ ଖାଇବା ପରେ ପରିବାର ସଦସ୍ୟ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l କିଛି ସମୟ ପରେ ବାନ୍ତି ଓ ପତଳା ଝାଡ଼ା ହୋଇଥିଲେ l ୫ଜଣ ଅସୁସ୍ଥ ହେବା ପରେ ଜଣେ ସମ୍ପର୍କୀୟ ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ବିଗିଡ଼ିବାକୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ୱାଧୀନ ସେନାପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର