ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ସାମ୍ନାକୁ ଆସିଲା ପୋଲିସର କାରନାମା, ଲଗାଇନି ଭିଡ଼ ହିଂସାର ଦଫା !

Madhusudan Das Picture
Published On

ଭୁବନେଶ୍ୱର: ବାଲିଅନ୍ତାରେ GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ଵାଇଁ ହତ୍ୟା ମାମଲା । ପୁଣି ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କାରନାମା । ମାମଲରେ ଲାଗିନି Mob Lynching ବା ଭିଡ଼ ହିଂସାର ଦଫା ।  Mob lynching (ଭିଡ ହିଂସା) ର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା ।  BNSS 103(1) ହତ୍ୟାକାଣ୍ଡରେ ମାମଲା ରୁଜୁ କରିଛି ପୋଲିସ ।  ଯେଉଁଠି କି Mob lynching ବା ଭିଡ଼ ହିଂସା ପାଇଁ 103(2) ଧାରା ଉଦ୍ଧିଷ୍ଟ । ସାଧାରଣ ହତ୍ୟା ମାମଲରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ଦ୍ୱାରା ନ୍ୟାୟିକ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତ ମାନେ ଖସିଯିବାର ସମ୍ଭାବନା ଯଥେଷ୍ଟ । ଏଣୁ ଅଭିଯୁକ୍ତଙ୍କ ସପକ୍ଷରେ ତଦନ୍ତକୁ ଏକପାଖିଆ କରିବା ପାଇଁ ପ୍ରଚେଷ୍ଟା ଚାଲିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ। 

ଆହୁରି ପଢ଼ନ୍ତୁ: ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

11 May 2026 By Madhusudan Das

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ସାମ୍ନାକୁ ଆସିଲା ପୋଲିସର କାରନାମା, ଲଗାଇନି ଭିଡ଼ ହିଂସାର ଦଫା !

ଭୁବନେଶ୍ୱର: ବାଲିଅନ୍ତାରେ GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ଵାଇଁ ହତ୍ୟା ମାମଲା । ପୁଣି ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କାରନାମା । ମାମଲରେ ଲାଗିନି Mob Lynching ବା ଭିଡ଼ ହିଂସାର ଦଫା ।  Mob lynching (ଭିଡ ହିଂସା) ର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା ।  BNSS 103(1) ହତ୍ୟାକାଣ୍ଡରେ ମାମଲା ରୁଜୁ କରିଛି ପୋଲିସ ।  ଯେଉଁଠି କି Mob lynching ବା ଭିଡ଼ ହିଂସା ପାଇଁ 103(2) ଧାରା ଉଦ୍ଧିଷ୍ଟ । ସାଧାରଣ ହତ୍ୟା ମାମଲରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ଦ୍ୱାରା ନ୍ୟାୟିକ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତ ମାନେ ଖସିଯିବାର ସମ୍ଭାବନା ଯଥେଷ୍ଟ । ଏଣୁ ଅଭିଯୁକ୍ତଙ୍କ ସପକ୍ଷରେ ତଦନ୍ତକୁ ଏକପାଖିଆ କରିବା ପାଇଁ ପ୍ରଚେଷ୍ଟା ଚାଲିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର