ଗୋଟିଏ କ୍ଲିକ୍ ରେ ଯୁବତୀଙ୍କ ଆକାଉଣ୍ଟଟରୁ ସାଇବର ଠକ ଲୁଟିନେଲା ୧୨ ହଜାର ୭ ଶହ ଟଙ୍କା

The Sakala Picture
Published On

ବାଲିପାଟଣା: ମୋବାଇଲ୍‌ ରେ ଗୋଟିଏ କ୍ଲିକ୍ ରେ କଟିଗଲା ୧୨ ହଜାର ୭ ଶହ ଟଙ୍କା । ଏହିପରି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଯୁବତୀ ପ୍ରିତି ପରିମିତା ସାହୁ । ପ୍ରିତିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏକ ଫେକ କଲ କରି ପ୍ରିତି ରିୱାର୍ଡ଼ ଜିତିଥିବା ସହ ଏହି ଫୋନ୍ କଲ୍ ଟି ଫୋନ୍ ପେ କଷ୍ଟମର କେୟାରରୁ କରା ଯାଇଥିବା ବ୍ୟକ୍ତି ଜଣକ କହିଥିଲେ । […]

ବାଲିପାଟଣା: ମୋବାଇଲ୍‌ ରେ ଗୋଟିଏ କ୍ଲିକ୍ ରେ କଟିଗଲା ୧୨ ହଜାର ୭ ଶହ ଟଙ୍କା । ଏହିପରି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଯୁବତୀ ପ୍ରିତି ପରିମିତା ସାହୁ । ପ୍ରିତିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏକ ଫେକ କଲ କରି ପ୍ରିତି ରିୱାର୍ଡ଼ ଜିତିଥିବା ସହ ଏହି ଫୋନ୍ କଲ୍ ଟି ଫୋନ୍ ପେ କଷ୍ଟମର କେୟାରରୁ କରା ଯାଇଥିବା ବ୍ୟକ୍ତି ଜଣକ କହିଥିଲେ । ପ୍ରିତି ସେହି ଲିଙ୍କ ରେ କ୍ଲିଲି କରିବା ମାତ୍ରେ ହିଁ ଆକାଉଣ୍ଟଟରୁ ୧୨ ହଜାର ୭ ଶହ ଟଙ୍କା କଟିଯାଇଥିଲା । ଏ ନେଇ ପ୍ରିତି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟିଉସନ୍ କରି ସଂଚୟ କରିଥିବା ଟଙ୍କା ନିମିଷକରେ ଚାଲି ଯାଇଥିଲା । ସାଇବର ଲୁଟେରାମାନେ ଏହିିଭଳ ଲୁଟ୍ କରୁୁଥିବା ବେଳେ ପୋଲିସ୍ ଲୋକ ମାନଙ୍କୁ ସଚେତନ କରୁଛି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

14 Aug 2021 By The Sakala

ଗୋଟିଏ କ୍ଲିକ୍ ରେ ଯୁବତୀଙ୍କ ଆକାଉଣ୍ଟଟରୁ ସାଇବର ଠକ ଲୁଟିନେଲା ୧୨ ହଜାର ୭ ଶହ ଟଙ୍କା

ବାଲିପାଟଣା: ମୋବାଇଲ୍‌ ରେ ଗୋଟିଏ କ୍ଲିକ୍ ରେ କଟିଗଲା ୧୨ ହଜାର ୭ ଶହ ଟଙ୍କା । ଏହିପରି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଯୁବତୀ ପ୍ରିତି ପରିମିତା ସାହୁ । ପ୍ରିତିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏକ ଫେକ କଲ କରି ପ୍ରିତି ରିୱାର୍ଡ଼ ଜିତିଥିବା ସହ ଏହି ଫୋନ୍ କଲ୍ ଟି ଫୋନ୍ ପେ କଷ୍ଟମର କେୟାରରୁ କରା ଯାଇଥିବା ବ୍ୟକ୍ତି ଜଣକ କହିଥିଲେ । ପ୍ରିତି ସେହି ଲିଙ୍କ ରେ କ୍ଲିଲି କରିବା ମାତ୍ରେ ହିଁ ଆକାଉଣ୍ଟଟରୁ ୧୨ ହଜାର ୭ ଶହ ଟଙ୍କା କଟିଯାଇଥିଲା । ଏ ନେଇ ପ୍ରିତି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟିଉସନ୍ କରି ସଂଚୟ କରିଥିବା ଟଙ୍କା ନିମିଷକରେ ଚାଲି ଯାଇଥିଲା । ସାଇବର ଲୁଟେରାମାନେ ଏହିିଭଳ ଲୁଟ୍ କରୁୁଥିବା ବେଳେ ପୋଲିସ୍ ଲୋକ ମାନଙ୍କୁ ସଚେତନ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର