ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କୋଟିଆରେ ପଶି ଆଧାର କାର୍ଡ ଇ-ସର୍ଭେ କରୁଥିଲେ ଆନ୍ଧ୍ର ସରକାରୀ କର୍ମଚାରୀ, ତଡ଼ିଦେଲା କୋଟିଆ ପୁଲିସ

Madhusudan Das Picture
Published On

ପଟ୍ଟାଙ୍ଗି: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ସୂଚନା ଅନୁସାରେ, ଆନ୍ଧ୍ର ପକ୍ଷରୁ ରାସନ୍‌କାର୍ଡ ପ୍ରଦାନ କରିବା ନିମନ୍ତେ ବିବାଦୀୟ କୋଟିଆକୁ ସର୍ଭେ କରିବାକୁ ଆସିଥିବା ଆନ୍ଧ୍ର ନେତା ଓ ଅଧିକାରୀଙ୍କୁ କୋଟିଆ ପୁଲିସ ତଡ଼ି ଦେଇଛି। ସୂଚନାନୁଯାୟୀ, ଆଜି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ତଥା ସଚିବାଳୟର ଅଧିକାରୀ ଓ ନେତାମାନେ ଉପର ସେମ୍ୱି ଗ୍ରାମରେ ଅନୁପ୍ରବେଶ କରିଥିଲେ। ସେଠାରେ ଗ୍ରାମବାସୀଙ୍କୁ ଏକତ୍ରିତ କରିଥିଲେ। ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ପ୍ରଦାନ ଲାଗି ସର୍ଭେ ଆରମ୍ଭ କରିଥିଲେ। ଏ ବାବଦରେ ସୂଚନା ପାଇ କୋଟିଆ ପୁଲିସ ସେଠାରେ ପହଞ୍ଚି ବିରୋଧ କରିବାରୁ ସେମାନେ ସେଠାରୁ ପଳାଇଥିଲେ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

30 Jan 2026 By Madhusudan Das

କୋଟିଆରେ ପଶି ଆଧାର କାର୍ଡ ଇ-ସର୍ଭେ କରୁଥିଲେ ଆନ୍ଧ୍ର ସରକାରୀ କର୍ମଚାରୀ, ତଡ଼ିଦେଲା କୋଟିଆ ପୁଲିସ

ପଟ୍ଟାଙ୍ଗି: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ସୂଚନା ଅନୁସାରେ, ଆନ୍ଧ୍ର ପକ୍ଷରୁ ରାସନ୍‌କାର୍ଡ ପ୍ରଦାନ କରିବା ନିମନ୍ତେ ବିବାଦୀୟ କୋଟିଆକୁ ସର୍ଭେ କରିବାକୁ ଆସିଥିବା ଆନ୍ଧ୍ର ନେତା ଓ ଅଧିକାରୀଙ୍କୁ କୋଟିଆ ପୁଲିସ ତଡ଼ି ଦେଇଛି। ସୂଚନାନୁଯାୟୀ, ଆଜି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ତଥା ସଚିବାଳୟର ଅଧିକାରୀ ଓ ନେତାମାନେ ଉପର ସେମ୍ୱି ଗ୍ରାମରେ ଅନୁପ୍ରବେଶ କରିଥିଲେ। ସେଠାରେ ଗ୍ରାମବାସୀଙ୍କୁ ଏକତ୍ରିତ କରିଥିଲେ। ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ପ୍ରଦାନ ଲାଗି ସର୍ଭେ ଆରମ୍ଭ କରିଥିଲେ। ଏ ବାବଦରେ ସୂଚନା ପାଇ କୋଟିଆ ପୁଲିସ ସେଠାରେ ପହଞ୍ଚି ବିରୋଧ କରିବାରୁ ସେମାନେ ସେଠାରୁ ପଳାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର