ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା : ବର୍ତ୍ତମାନ ସୁଦ୍ଧା ୧.୫ କୋଟି ପାର କରିଛି ଭ୍ୟାକ୍ସିନେସନ୍‌

The Sakala Picture
Published On

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । Odisha crossed another milestone in #COVID19 vaccination drive: 1.5 Crore […]

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।

କରୋନା ମହାମାରୀ ସମୟରେ ଆଗରେ ରହି ଏହାକୁ ମୁକାବିଲା କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ ଆଗ ଧାଡିର କରୋନା ଯୋଦ୍ଧା । ଯାହାଫଳରେ ଓଡିଶା କୋଭିଡ ସଂକ୍ରମଣକୁ ଆୟତରେ ରଖିବାକୁ ସକ୍ଷମ ହୋଇଛି । ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଢ କୋଟି ଡୋଜ ଦିଆସରିଥିବା ବେଳେ ଆଗାମୀ ଦିନରେ ଟିକାକରଣ ଆହୁରି ଦୃତଗତିରେ ଜାରି ରହିବାକୁ ଲକ୍ଷ୍ୟ ରଖାଯାଇଛି ।

22 Jul 2021 By The Sakala

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା : ବର୍ତ୍ତମାନ ସୁଦ୍ଧା ୧.୫ କୋଟି ପାର କରିଛି ଭ୍ୟାକ୍ସିନେସନ୍‌

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।

କରୋନା ମହାମାରୀ ସମୟରେ ଆଗରେ ରହି ଏହାକୁ ମୁକାବିଲା କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ ଆଗ ଧାଡିର କରୋନା ଯୋଦ୍ଧା । ଯାହାଫଳରେ ଓଡିଶା କୋଭିଡ ସଂକ୍ରମଣକୁ ଆୟତରେ ରଖିବାକୁ ସକ୍ଷମ ହୋଇଛି । ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଢ କୋଟି ଡୋଜ ଦିଆସରିଥିବା ବେଳେ ଆଗାମୀ ଦିନରେ ଟିକାକରଣ ଆହୁରି ଦୃତଗତିରେ ଜାରି ରହିବାକୁ ଲକ୍ଷ୍ୟ ରଖାଯାଇଛି ।

https://www.thesakala.in/latest-odisha-news/odisha-has-crossed-another-milestone-in-vaccination-vaccination-has-crossed-1-5-crore-so-far/article-4005
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର