ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

The Sakala Picture
Published On

ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀରେ ସଂକ୍ରମଣ ବଢ଼ିବା ସହ ସକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । […]

ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀରେ ସଂକ୍ରମଣ ବଢ଼ିବା ସହ ସକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ସେତେଟା କୋହଳ ହୋଇନପାରେ । କିନ୍ତୁ ୨୫ ଜିଲ୍ଲାରେ କଟକଣା ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ B କାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଓ A କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇପାରେ କଟକଣା କୋହଳ । ସେହିପରି ବିବାହ, ଶୁଦ୍ଧିକ୍ରିୟାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ । ୨୬ ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ । ହେଲେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜନୈତିକ, ସାମାଜିକ ଓ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନପାରେ ।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

15 Jul 2021 By The Sakala

ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀରେ ସଂକ୍ରମଣ ବଢ଼ିବା ସହ ସକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ସେତେଟା କୋହଳ ହୋଇନପାରେ । କିନ୍ତୁ ୨୫ ଜିଲ୍ଲାରେ କଟକଣା ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ B କାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଓ A କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇପାରେ କଟକଣା କୋହଳ । ସେହିପରି ବିବାହ, ଶୁଦ୍ଧିକ୍ରିୟାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ । ୨୬ ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ । ହେଲେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜନୈତିକ, ସାମାଜିକ ଓ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନପାରେ ।

https://www.thesakala.in/latest-odisha-news/the-chief-secretary-will-announce-the-lockdown-at-2pm/article-3782
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର