ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ ଦେଇ ମହାନଦୀ ସମସ୍ୟାର ସମାଧାନ କରିବା ଦରକାର: ଅମର ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି । ଟ୍ରିପଲ୍ ଇଞ୍ଜିନ ସରକାର ଯଦି ଚାହିଁବେ ତେବେ ମହାନଦୀରେ ବିବାଦ ରହିବନି । ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ୍ ଦେଇ ସମସ୍ୟାର ସମାଧାନ କରିବା ଦରକାର । ଯଦି ବିଜେପି ସରକାର ତାହା ନ କରେ ତେବେ ତାହା ହେବ ଓଡ଼ିଶାବାସୀଙ୍କୁ ବିଜେପିର ସବୁଠାରୁ ବଡ଼ ଧୋକା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ । ମହାନଦୀ ହେଉଛି […]

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି । ଟ୍ରିପଲ୍ ଇଞ୍ଜିନ ସରକାର ଯଦି ଚାହିଁବେ ତେବେ ମହାନଦୀରେ ବିବାଦ ରହିବନି । ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ୍ ଦେଇ ସମସ୍ୟାର ସମାଧାନ କରିବା ଦରକାର । ଯଦି ବିଜେପି ସରକାର ତାହା ନ କରେ ତେବେ ତାହା ହେବ ଓଡ଼ିଶାବାସୀଙ୍କୁ ବିଜେପିର ସବୁଠାରୁ ବଡ଼ ଧୋକା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ମହାନଦୀ ହେଉଛି ଓଡିଶାର ଜୀବନରେଖା । ଓଡ଼ିଶା ବଞ୍ଚିବା ପାଇଁ ମହାନଦୀ ଦରକାର । ମହାନଦୀ ଟ୍ରିବ୍ୟୁନାଲ ଏ ବିବାଦରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ମହାନଦୀରେ ଆବଶ୍ୟକ ମୁତାବକ ପାଣି ଆସିବା ଦରକାର ବୋଲି ଜୋର ଦେଇଛନ୍ତି ଅମର । ସେପଟେ ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଯାଏଁ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ପ୍ରସଙ୍ଗରେ ବୈଠକ କଲେ ନାହିଁ । ମାର୍ଚ୍ଚ ମାସକୁ ଓଡ଼ିଶାରେ ଭୟଙ୍କର ଜଳ ସଂକଟ ଦେଖାଦେବ । ସରକାର ଏବେଠାରୁ ପଦକ୍ଷେପ ନେବା ଆବଶ୍ୟକ । କେବଳ ଭାଷଣ ଦେଲେ ଚଳିବନି ବୋଲି ସମାଲୋଚନା କରିଛନ୍ତି ବିଜୟ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

02 Jan 2025 By The Sakala

ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ ଦେଇ ମହାନଦୀ ସମସ୍ୟାର ସମାଧାନ କରିବା ଦରକାର: ଅମର ପଟ୍ଟନାୟକ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି । ଟ୍ରିପଲ୍ ଇଞ୍ଜିନ ସରକାର ଯଦି ଚାହିଁବେ ତେବେ ମହାନଦୀରେ ବିବାଦ ରହିବନି । ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ୍ ଦେଇ ସମସ୍ୟାର ସମାଧାନ କରିବା ଦରକାର । ଯଦି ବିଜେପି ସରକାର ତାହା ନ କରେ ତେବେ ତାହା ହେବ ଓଡ଼ିଶାବାସୀଙ୍କୁ ବିଜେପିର ସବୁଠାରୁ ବଡ଼ ଧୋକା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ।

ମହାନଦୀ ହେଉଛି ଓଡିଶାର ଜୀବନରେଖା । ଓଡ଼ିଶା ବଞ୍ଚିବା ପାଇଁ ମହାନଦୀ ଦରକାର । ମହାନଦୀ ଟ୍ରିବ୍ୟୁନାଲ ଏ ବିବାଦରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ମହାନଦୀରେ ଆବଶ୍ୟକ ମୁତାବକ ପାଣି ଆସିବା ଦରକାର ବୋଲି ଜୋର ଦେଇଛନ୍ତି ଅମର । ସେପଟେ ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଯାଏଁ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ପ୍ରସଙ୍ଗରେ ବୈଠକ କଲେ ନାହିଁ । ମାର୍ଚ୍ଚ ମାସକୁ ଓଡ଼ିଶାରେ ଭୟଙ୍କର ଜଳ ସଂକଟ ଦେଖାଦେବ । ସରକାର ଏବେଠାରୁ ପଦକ୍ଷେପ ନେବା ଆବଶ୍ୟକ । କେବଳ ଭାଷଣ ଦେଲେ ଚଳିବନି ବୋଲି ସମାଲୋଚନା କରିଛନ୍ତି ବିଜୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର