ସୁଭଦ୍ରା ଯୋଜନା: ନଭେମ୍ବର ଶେଷ ସପ୍ତାହରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

The Sakala Picture
Published On

ଭୁବନେଶ୍ବର: ନଭେମ୍ବର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ। ଡିସେମ୍ବର ଶେଷ ସୁଦ୍ଧା କୋଟିଏ ୩ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦେବା ଲକ୍ଷ ରଖାଯାଇଛି। ୨ ଲକ୍ଷ ୬୭ ହଜାର ବାଦ ପଡିଥିବା ଆବେଦନର ପୁନର୍ବିଚାର ହେବ। ଏଥିପାଇଁ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱ ତୁଲାଇବେ। ଛୋଟଛୋଟ ଭୁଲ ଯୋଗୁଁ ଅନେକ ବାଦ ପଡିଛନ୍ତି। ୫ ଏକରରୁ ଅଧିକ ଜମି ଓ ସରକାରୀ ଚାକିରି ପାଇଁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ […]

ଭୁବନେଶ୍ବର: ନଭେମ୍ବର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ। ଡିସେମ୍ବର ଶେଷ ସୁଦ୍ଧା କୋଟିଏ ୩ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦେବା ଲକ୍ଷ ରଖାଯାଇଛି। ୨ ଲକ୍ଷ ୬୭ ହଜାର ବାଦ ପଡିଥିବା ଆବେଦନର ପୁନର୍ବିଚାର ହେବ। ଏଥିପାଇଁ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱ ତୁଲାଇବେ। ଛୋଟଛୋଟ ଭୁଲ ଯୋଗୁଁ ଅନେକ ବାଦ ପଡିଛନ୍ତି। ୫ ଏକରରୁ ଅଧିକ ଜମି ଓ ସରକାରୀ ଚାକିରି ପାଇଁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅଙ୍ଗନବାଡି, ସିଆରପି, ଏମବିକେ ମାନେ ସାମିଲ ହେବା ପାଇଁ ପଦକ୍ଷେପ ନିଆଯାଇଛି। କାଲି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ଜିଲ୍ଲାପାଳ, ତହସିଲଦାର ମାନଙ୍କ ସହ ଆଲୋଚନା ହୋଇଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଲିସରେ ଅଭିଯୋଗ କଲେ ବୋଲି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ କଙ୍ଗାରୁ କୋର୍ଟରେ ବାସନ୍ଦ

02 Nov 2024 By The Sakala

ସୁଭଦ୍ରା ଯୋଜନା: ନଭେମ୍ବର ଶେଷ ସପ୍ତାହରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର: ନଭେମ୍ବର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ। ଡିସେମ୍ବର ଶେଷ ସୁଦ୍ଧା କୋଟିଏ ୩ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦେବା ଲକ୍ଷ ରଖାଯାଇଛି। ୨ ଲକ୍ଷ ୬୭ ହଜାର ବାଦ ପଡିଥିବା ଆବେଦନର ପୁନର୍ବିଚାର ହେବ। ଏଥିପାଇଁ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱ ତୁଲାଇବେ। ଛୋଟଛୋଟ ଭୁଲ ଯୋଗୁଁ ଅନେକ ବାଦ ପଡିଛନ୍ତି। ୫ ଏକରରୁ ଅଧିକ ଜମି ଓ ସରକାରୀ ଚାକିରି ପାଇଁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ।

ଅଙ୍ଗନବାଡି, ସିଆରପି, ଏମବିକେ ମାନେ ସାମିଲ ହେବା ପାଇଁ ପଦକ୍ଷେପ ନିଆଯାଇଛି। କାଲି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ଜିଲ୍ଲାପାଳ, ତହସିଲଦାର ମାନଙ୍କ ସହ ଆଲୋଚନା ହୋଇଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର