୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ପ୍ରଜା କୋର୍ଟରେ ହତ୍ୟା କଲେ ମାଓବାଦୀ

The Sakala Picture
Published On

ଛତିଶଗଡ଼: ୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ହତ୍ୟା କଲେ ମାଓବାଦୀ।  ୨ ଦିନ ପୂର୍ବରୁ ଛତିଶଗଡ ସୁକମା ଜିଲ୍ଲା ସକ୍ଲାର ଅଞ୍ଚଳର ତିନି ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ବୁଧବାର ଦିନ କିଷ୍ଟବରମ୍ ଜଙ୍ଗଲରେ ମାଓ ପ୍ରଜା କୋର୍ଟରେ ହାଜର କରି ପୁଲିସ୍ ଖବର ଦାତା କହି ମାଡି ରାଜା ରାଓ ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ମାଓବାଦୀମାନେ ମୃତକ ରାଜାର ଶବକୁ ପରିବାର ହସ୍ତାନ୍ତର କରୁଥିବା ବେଳେ […]

ଛତିଶଗଡ଼: ୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ହତ୍ୟା କଲେ ମାଓବାଦୀ।  ୨ ଦିନ ପୂର୍ବରୁ ଛତିଶଗଡ ସୁକମା ଜିଲ୍ଲା ସକ୍ଲାର ଅଞ୍ଚଳର ତିନି ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ବୁଧବାର ଦିନ କିଷ୍ଟବରମ୍ ଜଙ୍ଗଲରେ ମାଓ ପ୍ରଜା କୋର୍ଟରେ ହାଜର କରି ପୁଲିସ୍ ଖବର ଦାତା କହି ମାଡି ରାଜା ରାଓ ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ମାଓବାଦୀମାନେ ମୃତକ ରାଜାର ଶବକୁ ପରିବାର ହସ୍ତାନ୍ତର କରୁଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବା ଗ୍ରାମବାସୀଙ୍କୁ ମୁକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗତ କିଛି ଦିନ ପୂର୍ବେ ସେହି ଅଞ୍ଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁଲିସ ଖବର ଦାତା କହି ହତ୍ୟା କରିଥଲେ ମାଓବାଦୀ । କିଛି ମାସ ମଧ୍ୟରେ ସୁକମା ଜିଲ୍ଲାରେ ମାଓ ଅପରେସନ ଜୋରଦାର କରଯାଇଥିବା ଫଳରେ ବହୁ ମାଓବାଦୀଙ୍କର ଏନକାଉଣ୍ଟ କରାଯାଉଛି। ମାଓ ସଂଗଠନର ଦିନକୁ ଦିନ ଭୁସୁଡ଼ିବାକୁ ଲାଗିଥିବା ବେଳେ ନିରିହ ଗ୍ରାମବାସୀଙ୍କୁ ପୁଲିସ ଖବର ଦାତା କହି ହତ୍ୟା କରୁଛନ୍ତି ମାଓବାଦୀ। ତେବେ ଏହି ଘଟଣାକୁ ଆଧାର କରି କମ୍ଵିଂ ଅପରେସନ ଜୋରଦାର କରଯାଇଥିବା ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

11 Jul 2024 By The Sakala

୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ପ୍ରଜା କୋର୍ଟରେ ହତ୍ୟା କଲେ ମାଓବାଦୀ

ଛତିଶଗଡ଼: ୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ହତ୍ୟା କଲେ ମାଓବାଦୀ।  ୨ ଦିନ ପୂର୍ବରୁ ଛତିଶଗଡ ସୁକମା ଜିଲ୍ଲା ସକ୍ଲାର ଅଞ୍ଚଳର ତିନି ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ବୁଧବାର ଦିନ କିଷ୍ଟବରମ୍ ଜଙ୍ଗଲରେ ମାଓ ପ୍ରଜା କୋର୍ଟରେ ହାଜର କରି ପୁଲିସ୍ ଖବର ଦାତା କହି ମାଡି ରାଜା ରାଓ ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ମାଓବାଦୀମାନେ ମୃତକ ରାଜାର ଶବକୁ ପରିବାର ହସ୍ତାନ୍ତର କରୁଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବା ଗ୍ରାମବାସୀଙ୍କୁ ମୁକ୍ତ କରିଥିଲେ।

ଗତ କିଛି ଦିନ ପୂର୍ବେ ସେହି ଅଞ୍ଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁଲିସ ଖବର ଦାତା କହି ହତ୍ୟା କରିଥଲେ ମାଓବାଦୀ । କିଛି ମାସ ମଧ୍ୟରେ ସୁକମା ଜିଲ୍ଲାରେ ମାଓ ଅପରେସନ ଜୋରଦାର କରଯାଇଥିବା ଫଳରେ ବହୁ ମାଓବାଦୀଙ୍କର ଏନକାଉଣ୍ଟ କରାଯାଉଛି। ମାଓ ସଂଗଠନର ଦିନକୁ ଦିନ ଭୁସୁଡ଼ିବାକୁ ଲାଗିଥିବା ବେଳେ ନିରିହ ଗ୍ରାମବାସୀଙ୍କୁ ପୁଲିସ ଖବର ଦାତା କହି ହତ୍ୟା କରୁଛନ୍ତି ମାଓବାଦୀ। ତେବେ ଏହି ଘଟଣାକୁ ଆଧାର କରି କମ୍ଵିଂ ଅପରେସନ ଜୋରଦାର କରଯାଇଥିବା ପୁଲିସ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର