ମନୋରଞ୍ଜନ
ଓଡ଼ିଶା
ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍, ୨୦ ଯାତ୍ରୀ ଆହତ
ଖୋର୍ଦ୍ଧା: ଖୋର୍ଦ୍ଧା ଭୁବନେଶ୍ବର ରାସ୍ତା ପିତାପଲ୍ଲୀ ଛକରେ ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ମୋ-ବସ୍। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲା ବସ। ଆହତ ଯାତ୍ରୀଙ୍କ ସଂଖ୍ୟା ୨୦ରୁ ଉର୍ଦ୍ଧ୍ବ ହେବବୋଲି ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ୨୦ ଆହତଙ୍କ ମଧ୍ଯରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ।

06 Apr 2024
By The Sakala

⊕ https://www.thesakala.in/latest-odisha-news/mo-bus-lost-balance-fell-into-the-ditch-20-passengers-were-injured/article-31218