ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ !

The Sakala Picture
Published On

ଗଜପତି: ଯୌତୁକ ପ୍ରଥା ପରି ଘୃନ୍ୟ ମାନସିକତା ଏ ପର୍ଯ୍ୟନ୍ତ ହଟିନି ସମାଜର କିଛି ଲୋକଙ୍କ ମନରୁ । ଯୌତୁକ ପାଇଁ ଶିକ୍ଷୟତ୍ରୀ ବୋହୂକୁ ମାରିଦେଲେ ଶାଶୁଘର ଲୋକେ। ଗଜପତି ଜିଲ୍ଲା ମର୍କଡା ଗାଁରୁ ଆସିଛି ବଧୂ ହତ୍ୟା ଅଭିଯୋଗ। ମୃତକ ହେଲେ ୨୮ ବର୍ଷୀୟା ରଜନୀ ଧାଙ୍ଗଡା ଭୂୟାଁ। ସେ ଲାଇଲାଇ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ରଜନୀଙ୍କ ପରିବାର […]

ଗଜପତି: ଯୌତୁକ ପ୍ରଥା ପରି ଘୃନ୍ୟ ମାନସିକତା ଏ ପର୍ଯ୍ୟନ୍ତ ହଟିନି ସମାଜର କିଛି ଲୋକଙ୍କ ମନରୁ । ଯୌତୁକ ପାଇଁ ଶିକ୍ଷୟତ୍ରୀ ବୋହୂକୁ ମାରିଦେଲେ ଶାଶୁଘର ଲୋକେ। ଗଜପତି ଜିଲ୍ଲା ମର୍କଡା ଗାଁରୁ ଆସିଛି ବଧୂ ହତ୍ୟା ଅଭିଯୋଗ। ମୃତକ ହେଲେ ୨୮ ବର୍ଷୀୟା ରଜନୀ ଧାଙ୍ଗଡା ଭୂୟାଁ। ସେ ଲାଇଲାଇ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ରଜନୀଙ୍କ ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ବୋହୂର ମୃତ୍ୟୁ ପରେ ସ୍ବାମୀ ଓ ଶ୍ବଶୁର ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁସାରେ ୨୦୧୩ରେ ମୃତ ରଜନୀ ସୋମନାଥଙ୍କୁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତି ସମୟରେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନେକ ସମୟରେ ଘରେ କେବଳ ଯୌତୁକ ପାଇଁ କଳହ ଲାଗି ରହୁଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

15 Jun 2021 By The Sakala

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ !

ଗଜପତି: ଯୌତୁକ ପ୍ରଥା ପରି ଘୃନ୍ୟ ମାନସିକତା ଏ ପର୍ଯ୍ୟନ୍ତ ହଟିନି ସମାଜର କିଛି ଲୋକଙ୍କ ମନରୁ । ଯୌତୁକ ପାଇଁ ଶିକ୍ଷୟତ୍ରୀ ବୋହୂକୁ ମାରିଦେଲେ ଶାଶୁଘର ଲୋକେ। ଗଜପତି ଜିଲ୍ଲା ମର୍କଡା ଗାଁରୁ ଆସିଛି ବଧୂ ହତ୍ୟା ଅଭିଯୋଗ। ମୃତକ ହେଲେ ୨୮ ବର୍ଷୀୟା ରଜନୀ ଧାଙ୍ଗଡା ଭୂୟାଁ। ସେ ଲାଇଲାଇ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ରଜନୀଙ୍କ ପରିବାର ଲୋକେ।

ବୋହୂର ମୃତ୍ୟୁ ପରେ ସ୍ବାମୀ ଓ ଶ୍ବଶୁର ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁସାରେ ୨୦୧୩ରେ ମୃତ ରଜନୀ ସୋମନାଥଙ୍କୁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତି ସମୟରେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନେକ ସମୟରେ ଘରେ କେବଳ ଯୌତୁକ ପାଇଁ କଳହ ଲାଗି ରହୁଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର