ରକ୍ତଦାନ କ୍ଷେତ୍ରରେ ‘ଓଡ଼ିଶା- ମୋ ପରିବାର’କୁ ସଫଳତା, ୧୦ ମାସରେ ୧ ଲକ୍ଷରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ

The Sakala Picture
Published On

ଭୁବନେଶ୍ବର: ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି। ଏହି ରକ୍ତଦାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା– ମୋ ପରିବାରକୁ ବଡ଼ ସଫଳତା ମିଳିଛି। କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ […]

ଭୁବନେଶ୍ବର: ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି। ଏହି ରକ୍ତଦାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା– ମୋ ପରିବାରକୁ ବଡ଼ ସଫଳତା ମିଳିଛି। କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

06 Jun 2021 By The Sakala

ରକ୍ତଦାନ କ୍ଷେତ୍ରରେ ‘ଓଡ଼ିଶା- ମୋ ପରିବାର’କୁ ସଫଳତା, ୧୦ ମାସରେ ୧ ଲକ୍ଷରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ବର: ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି। ଏହି ରକ୍ତଦାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା– ମୋ ପରିବାରକୁ ବଡ଼ ସଫଳତା ମିଳିଛି। କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

https://www.thesakala.in/latest-odisha-news/moparivarodisha-success-in-blood-donation-camp-chief-minister-thanked-them/article-2726
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର