ବରିଷ୍ଠ ନାଗରିକଙ୍କୁ ଖୁବଶୀଘ୍ର ଦିଆଯିବ କରୋନା ଟିକା- ବିଏମ୍‌ସି କମିଶନର

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ  ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିଏମ୍‌ସି କମିଶନର କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍‌ରେ ୩ଟି […]

ଭୁବନେଶ୍ବର: ରାଜ୍ୟରେ  ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା: ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ବିଏମ୍‌ସି କମିଶନର କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍‌ରେ ୩ଟି ଟିମ୍ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି।  ତେବେ ପୂର୍ବରୁ ଯେଉଁ ହସ୍ପିଟାଲରେ ଟିକା ଦିଆଯାଉଥିଲା ସେହି ହସ୍ପିଟାଲରେ ଟିକା ଦିଆଯିବ । ସମ୍ପୂର୍ଣ୍ଣ ଡାଟା ଆସିଲେ ସୂଚନା ଦିଆଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି: ଗଞ୍ଜାମ ଏବଂ ଗଜପତିରେ ଅକ୍ଟୋବର ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

 

ଆହୁରି ପଢ଼ନ୍ତୁ: ଆଣ୍ଡାମାନ ସାଗରରେ ନୂଆ ଲଘୁଚାପ: ଅବପାତରେ ପରିଣତ ହେବା ସମ୍ଭାବନା, ଓଡ଼ିଶାର ୫ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର