ପୋଲିସ କବଜାରେ ଚଡିଗ୍ୟାଙ୍ଗ, ୧୧ ଆନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୋଲିସ

The Sakala Picture
Published On

ଭୁବନେଶ୍ୱର: ଧଉଳି ଅଞ୍ଚଳରେ ଲୁଟପାଟ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ୧୧ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଥିବା ସୂଚନା । ଭୁବନେଶ୍ୱରର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ରହିଛି ଏକାଧିକ ମାମଲା । ନିଆରା ଷ୍ଟାଇଲରେ ଚଡି ଓ ଗଞ୍ଜି ପିନ୍ଧି ଲୁଟୁଥିଲେ ଟଙ୍କା ସୁନା । ପୂର୍ବରୁ ସିସିଟିଭିରେ କଏଦ ହୋଇଥିଲା ଲୁଟେରାଙ୍କ କାରନାମା। ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଧଉଳି ଅଞ୍ଚଳରୁ ଧରା […]

ଭୁବନେଶ୍ୱର: ଧଉଳି ଅଞ୍ଚଳରେ ଲୁଟପାଟ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ୧୧ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଥିବା ସୂଚନା । ଭୁବନେଶ୍ୱରର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ରହିଛି ଏକାଧିକ ମାମଲା । ନିଆରା ଷ୍ଟାଇଲରେ ଚଡି ଓ ଗଞ୍ଜି ପିନ୍ଧି ଲୁଟୁଥିଲେ ଟଙ୍କା ସୁନା । ପୂର୍ବରୁ ସିସିଟିଭିରେ କଏଦ ହୋଇଥିଲା ଲୁଟେରାଙ୍କ କାରନାମା।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍; 'ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ, ସମସ୍ତେ ହଇରାଣ'

ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଧଉଳି ଅଞ୍ଚଳରୁ ଧରା ହୋଇଛନ୍ତି ଏହି ଗ୍ୟାଙ୍ଗ। ସେମାନଙ୍କ ନିକଟରୁ କେତେକ ଘର ଭଙ୍ଗା ଜିନିଷ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ନବନିଯୁକ୍ତ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା: “ଓଡ଼ିଶାରେ ବିଜେପିକୁ କିପରି ଭୋଟ୍‌ ଆସିବ ଚିନ୍ତା କରିବି”

ଗତ କିଛି ଦିନ ହେବ ଧଉଳି, ପିପିଲି, ଏୟାରଫିଲ୍ଡ ଏବଂ ଥାନା ଅଞ୍ଚଳରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଚୋରି ଘଟଣାରେ ଏମାନେ ସଂପୃକ୍ତ ଥିବା ଜଣାପଡ଼ିଛି । ଏମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ଚୋରି ସମୟର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ଚୋରିରେ ଚଡି ଗ୍ୟାଙ୍ଗର ସଂପୃକ୍ତି ଥିବା ଜଣାପଡିଥିଲା । ଏମାନେ ରାତି ପ୍ରାୟ ସାଢେ ୧୨ରୁ ସାଢେ ୨ଟା ମଧ୍ୟରେ ଘରର ଝରକା ତାଡି ସୁନା ଅଳଙ୍କାର ଏବଂ ଟଙ୍କା ଚୋରି କରି ନିଅନ୍ତି ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର