ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଅଘଟଣ: ପୋଖରୀରେ ବୁଡ଼ି ୧୭ବର୍ଷର ନାବାଳକ ମୃତ

Madhusudan Das Picture
Published On

ଭୁବନେଶ୍ୱର: ପୋଖରୀରେ ବୁଡି ନାବାଳକର ମୃତ୍ୟୁ। ରାଜଧାନୀରେ ଅଭାବନୀୟ ଘଟଣା । ନୟାପଲ୍ଲୀରେ ଏକ ପୋଖରୀରେ ବୁଡି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ରାହୁଲ ପାତ୍ର। ତାଙ୍କୁ ୧୭ ବର୍ଷ ହୋଇଥିଲା। ତାଙ୍କ ଘର ପଥରବନ୍ଧ ବୋଲି ଜାଣିବାକୁ ମିଳିଛି । ରାହୁଲ ଆଜି ଏଠାକୁ ଗାଧୋଇବାକୁ ଆସିଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ନାବାଳକ ବୁଡିଯିବାର ଖବର ପାଇ ଅଗ୍ନିଶମ ବାହିନୀ ଟିମ ସେଠାରେ ପହଞ୍ଚିଥିଲା । ଷ୍ଟ୍ରାଇକିଂ ଫୋର୍ସ ସହ ନିକଟସ୍ଥ ଅଗ୍ନିଶମ ବାହିନୀ ଟିମ ସେଠାରେ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ଅପରେସନ ପରେ ନାବାଳକ ଜଣଙ୍କର ମୃତଦେହ ମିଳିଥିଲା। ପୁରା ଘଟଣାକୁ ନେଇ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ପୋଲିସ । 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତିତା ହେଉଥିବା ବିଜେଡିର ଅଭିଯୋଗ: 'କ୍ୟାମ୍ପସ ରାଜନୀତିରେ ବିଜେପି ନେତାଙ୍କ ହସ୍ତକ୍ଷେପ ଅଗ୍ରହଣୀୟ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର