ଭୀମସାରରେ ଦୁଇ ଡାକ୍ତରୀ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ଭିଡିଓ ଭାଇରାଲ ପରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଥାନାରେ ମାମଲା ରୁଜୁ

The Sakala Picture
Published On

ବୁର୍ଲା: ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା ରୁଜୁ । ଆଜିଠାରୁ ପୋଲିସ ଘଟଣାର ତଦନ୍ତ କରିବ । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇବ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

ବୁର୍ଲା: ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା ରୁଜୁ । ଆଜିଠାରୁ ପୋଲିସ ଘଟଣାର ତଦନ୍ତ କରିବ । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇବ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ଓ ବୁର୍ଲା ମେଡିକାଲ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାରପିଟ ଭିଡିଓ ଭାଇରଲ ପରେ ସନ୍ଧ୍ୟାରୁ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ଏକ ଗୁରୁତ୍ୱପୁର୍ଣ ବୈଠକ । ବୈଠକରେ ଭୀମସାର ନିର୍ଦ୍ଦେଶକଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ସେପଟେ ପୋଲିସ ପହଞ୍ଚି ପଚରାଉଚରା କରୁଛି । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବୈଠକ ପରେ ମୁହଁ ଖୋଲିଲେ ଭିମସାର ନିର୍ଦ୍ଦେଶକ l କ୍ୟାମ୍ପସ ବାହାରେ ରାସ୍ତାରେ ଏହି ଘଟଣା ଘଟିଥିବାରୁ ବାହାର ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ । ଯାହାକି ତଦନ୍ତ ସାପେକ୍ଷ । ଏନେଇ ଥାନାରେ ଏତଲା ହୋଇଛି । ୫ଜଣ ଆହତ ଅଛନ୍ତି, ବର୍ତମାନ ତାଙ୍କ ଅବସ୍ଥା ଭଲ ଅଛି । ଯେହେତୁ ଘଟଣା ପରେ ବ୍ରହ୍ମପୁର ମେଡିକାଲର ପିଲା ଭାୟଭିତ ଅଛନ୍ତି ସେମାନେ ଭିମସାରରେ ଚାଲିଥିବା ୟୁଫୋରିଆରେ ଆଉ ଭାଗ ନେବେ ନାହିଁ ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

05 Jul 2023 By The Sakala

ଭୀମସାରରେ ଦୁଇ ଡାକ୍ତରୀ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ଭିଡିଓ ଭାଇରାଲ ପରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଥାନାରେ ମାମଲା ରୁଜୁ

ବୁର୍ଲା: ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା ରୁଜୁ । ଆଜିଠାରୁ ପୋଲିସ ଘଟଣାର ତଦନ୍ତ କରିବ । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇବ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ଓ ବୁର୍ଲା ମେଡିକାଲ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାରପିଟ ଭିଡିଓ ଭାଇରଲ ପରେ ସନ୍ଧ୍ୟାରୁ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ଏକ ଗୁରୁତ୍ୱପୁର୍ଣ ବୈଠକ । ବୈଠକରେ ଭୀମସାର ନିର୍ଦ୍ଦେଶକଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ସେପଟେ ପୋଲିସ ପହଞ୍ଚି ପଚରାଉଚରା କରୁଛି । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବୈଠକ ପରେ ମୁହଁ ଖୋଲିଲେ ଭିମସାର ନିର୍ଦ୍ଦେଶକ l କ୍ୟାମ୍ପସ ବାହାରେ ରାସ୍ତାରେ ଏହି ଘଟଣା ଘଟିଥିବାରୁ ବାହାର ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ । ଯାହାକି ତଦନ୍ତ ସାପେକ୍ଷ । ଏନେଇ ଥାନାରେ ଏତଲା ହୋଇଛି । ୫ଜଣ ଆହତ ଅଛନ୍ତି, ବର୍ତମାନ ତାଙ୍କ ଅବସ୍ଥା ଭଲ ଅଛି । ଯେହେତୁ ଘଟଣା ପରେ ବ୍ରହ୍ମପୁର ମେଡିକାଲର ପିଲା ଭାୟଭିତ ଅଛନ୍ତି ସେମାନେ ଭିମସାରରେ ଚାଲିଥିବା ୟୁଫୋରିଆରେ ଆଉ ଭାଗ ନେବେ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର