କରୋନା ମହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା, ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା

The Sakala Picture
Published On

ଭୁବନେଶ୍ବର: ମାହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା। ରାଜ୍ଯବାସୀଙ୍କୁ ମିଳିବ ମାଗଣା ଟିକା। ଏ ନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ପାଇଁ ରାଜ୍ଯବାସୀଙ୍କୁ ଟଙ୍କାଟିଏ ବିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଥିପାଇଁ ରାଜ୍ଯ ସରକାର ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଏବେ ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ବୋଧନ ସମୟରେ କହିଛନ୍ତି […]

ଭୁବନେଶ୍ବର: ମାହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା। ରାଜ୍ଯବାସୀଙ୍କୁ ମିଳିବ ମାଗଣା ଟିକା। ଏ ନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ପାଇଁ ରାଜ୍ଯବାସୀଙ୍କୁ ଟଙ୍କାଟିଏ ବିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଥିପାଇଁ ରାଜ୍ଯ ସରକାର ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଏବେ ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ବୋଧନ ସମୟରେ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ଯବାନ । ସାରା ଦେଶ କଠିନ ପରିସ୍ଥିତି ଦେଇ ଗତିକରୁଛି। ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ଶ୍ମଶାନ ଘାଟରେ ଶବଦାହ ପାଇଁ ଜାଗା ମିଳୁନି। ଏଭଳି ସ୍ଥିତି କେବେ ବି ଆସି ନ ଥିଲା। ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ। ମୁଁ ଲକଡାଉନ୍ ସପକ୍ଷରେ ନୁହେଁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ନିଶ୍ଚୟେ ଖୁବ ଶୀଘ୍ର ଏହି ମହାସଙ୍କଟରୁ ଉଦ୍ଧାର ପାଇବା ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

25 Apr 2021 By The Sakala

କରୋନା ମହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା, ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ବର: ମାହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା। ରାଜ୍ଯବାସୀଙ୍କୁ ମିଳିବ ମାଗଣା ଟିକା। ଏ ନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ପାଇଁ ରାଜ୍ଯବାସୀଙ୍କୁ ଟଙ୍କାଟିଏ ବିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଥିପାଇଁ ରାଜ୍ଯ ସରକାର ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଏବେ ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ ।

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ବୋଧନ ସମୟରେ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ଯବାନ । ସାରା ଦେଶ କଠିନ ପରିସ୍ଥିତି ଦେଇ ଗତିକରୁଛି। ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ଶ୍ମଶାନ ଘାଟରେ ଶବଦାହ ପାଇଁ ଜାଗା ମିଳୁନି। ଏଭଳି ସ୍ଥିତି କେବେ ବି ଆସି ନ ଥିଲା। ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ। ମୁଁ ଲକଡାଉନ୍ ସପକ୍ଷରେ ନୁହେଁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ନିଶ୍ଚୟେ ଖୁବ ଶୀଘ୍ର ଏହି ମହାସଙ୍କଟରୁ ଉଦ୍ଧାର ପାଇବା ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର