ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ରାୟଗଡ଼ାରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

The Sakala Picture
Published On

ରାୟଗଡ଼ା: ଓଡିଶା ବୁଲିବାକୁ ଆସିଥିବା ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ । ଅସୁସ୍ଥତା କାରଣରୁ ଗୁରୁବାର ସଂଧ୍ୟାରେ ଋଷୀୟ ପର୍ଯ୍ୟଟକ ବ୍ଲାଡିମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସଂଧ୍ୟାରେ ଆଉ ଜଣେ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ (୬୫) ଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନ ବ୍ୟବଧାନରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଜିଲ୍ଲା ପୁଲିସ୍ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି। ସୂଚନା ଅନୁସାରେ, ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିବା […]

ରାୟଗଡ଼ା: ଓଡିଶା ବୁଲିବାକୁ ଆସିଥିବା ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ । ଅସୁସ୍ଥତା କାରଣରୁ ଗୁରୁବାର ସଂଧ୍ୟାରେ ଋଷୀୟ ପର୍ଯ୍ୟଟକ ବ୍ଲାଡିମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସଂଧ୍ୟାରେ ଆଉ ଜଣେ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ (୬୫) ଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନ ବ୍ୟବଧାନରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଜିଲ୍ଲା ପୁଲିସ୍ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି।

ଆହୁରି ପଢ଼ନ୍ତୁ: ତୀବ୍ର ହେଲା ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ

ସୂଚନା ଅନୁସାରେ, ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ୍ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ଗାଇଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫୋନ କରି ଆମ୍ବୁଲାନ୍ସ ସେବା ଡକାଇ ତୁରନ୍ତ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ମେଡିକାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଗରୁ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଅନ୍ତିମ ସଂସ୍କାର କରିସାରି ଫେରିବା ପରେ ଏହି ରୁଷ୍ ପର୍ଯ୍ୟଟକ ଜଣକ ହୋଟେଲର ତିନି ମହଲାରୁ ଡେଇଁ ପଡ଼ିଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଗିରଫ କଲା ଭରତପୁର ପୋଲିସ୍‌

24 Dec 2022 By The Sakala

ରାୟଗଡ଼ାରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ରାୟଗଡ଼ା: ଓଡିଶା ବୁଲିବାକୁ ଆସିଥିବା ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ । ଅସୁସ୍ଥତା କାରଣରୁ ଗୁରୁବାର ସଂଧ୍ୟାରେ ଋଷୀୟ ପର୍ଯ୍ୟଟକ ବ୍ଲାଡିମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସଂଧ୍ୟାରେ ଆଉ ଜଣେ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ (୬୫) ଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନ ବ୍ୟବଧାନରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଜିଲ୍ଲା ପୁଲିସ୍ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି।

ସୂଚନା ଅନୁସାରେ, ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ୍ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ଗାଇଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫୋନ କରି ଆମ୍ବୁଲାନ୍ସ ସେବା ଡକାଇ ତୁରନ୍ତ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ମେଡିକାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଗରୁ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଅନ୍ତିମ ସଂସ୍କାର କରିସାରି ଫେରିବା ପରେ ଏହି ରୁଷ୍ ପର୍ଯ୍ୟଟକ ଜଣକ ହୋଟେଲର ତିନି ମହଲାରୁ ଡେଇଁ ପଡ଼ିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର