ବୁଲେଇ ବଙ୍କେଇ କଥା ନକହି ଚାଷୀଙ୍କ ଟଙ୍କା ଦିଅନ୍ତୁ କେନ୍ଦ୍ର ସରକାର- ରାଜ୍ୟ କୃଷିମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ବୀମା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ । ସେ ଟିକିଏ ଆମ ପଇସା ଆମକୁ ଦିଅନ୍ତୁ । ଆମ ମୂଲ ଆମକୁ ଦେବା ସହ ଆମ ଚାଷୀଙ୍କୁ ପଇସା ଦିଅନ୍ତୁ । ଯେତେ ବୀମା କମ୍ପାନୀ ତାକୁ କେନ୍ଦ୍ର ସରକାର ହିଁ ସଟ ଲିଷ୍ଟଡେ କରି ଛାଡି ଥାନ୍ତି। ଏଥିରେ ଏତେ ଲୁଚା ଚୋରା କାର୍ଯ୍ୟ କଣ ପାଇଁ । କେନ୍ଦ୍ର ସରକାର ଚାଷୀ ଆତ୍ମହତ୍ୟାଙ୍କ […]

ଭୁବନେଶ୍ବର: ବୀମା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ । ସେ ଟିକିଏ ଆମ ପଇସା ଆମକୁ ଦିଅନ୍ତୁ । ଆମ ମୂଲ ଆମକୁ ଦେବା ସହ ଆମ ଚାଷୀଙ୍କୁ ପଇସା ଦିଅନ୍ତୁ । ଯେତେ ବୀମା କମ୍ପାନୀ ତାକୁ କେନ୍ଦ୍ର ସରକାର ହିଁ ସଟ ଲିଷ୍ଟଡେ କରି ଛାଡି ଥାନ୍ତି। ଏଥିରେ ଏତେ ଲୁଚା ଚୋରା କାର୍ଯ୍ୟ କଣ ପାଇଁ । କେନ୍ଦ୍ର ସରକାର ଚାଷୀ ଆତ୍ମହତ୍ୟାଙ୍କ କଥା ବୁଝିବା ଦରକାର । ଆମ ଓଡିଶାର ଚାଷୀ ପଇସା କେନ୍ଦ୍ର ସରକାର ରିଲିଜ କରନ୍ତୁ । ଆମ ମାନଙ୍କର ଦାୟିତ୍ବ ନୁହେଁ । ବୀମା କମ୍ପାନୀକୁ କିଏ ବାଛେ କେନ୍ଦ୍ର ସରକାର ନା ଆଉ କିଏ । ଇନପୁଟ ସବସିଡ଼ି ଉପରେ ଆମେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛୁ । ଆପଣ ଅପେକ୍ଷା କରନ୍ତୁ । ଆମର ଇନପୁଟ ସବସିଡ଼ି ଉପରେ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ କେନ୍ଦ୍ର ସରକାରଙ୍କୁ ହାତ ଯୋଡି ନିବେଦନ କରୁଛି ଯେଉଁ ନେତା ମାନେ ଅଛନ୍ତି ମଧ୍ୟପ୍ରଦେଶ କେରଳ ଓ ଅନ୍ୟ ରାଜ୍ୟ ମାନଙ୍କରେ ଛତା ଖୋଲୁଛନ୍ତି ତାଙ୍କୁ ନିବେଦନ କରୁଛୁ ସେ ଆସିକି ଆମ ଓଡିଶାର ଚାଷୀ ମାନଙ୍କର ଯାହା ପାଉଣା ତାକୁ ଦେଇ ଦିଅନ୍ତୁ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

15 Nov 2022 By The Sakala

ବୁଲେଇ ବଙ୍କେଇ କଥା ନକହି ଚାଷୀଙ୍କ ଟଙ୍କା ଦିଅନ୍ତୁ କେନ୍ଦ୍ର ସରକାର- ରାଜ୍ୟ କୃଷିମନ୍ତ୍ରୀ

ଭୁବନେଶ୍ବର: ବୀମା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ । ସେ ଟିକିଏ ଆମ ପଇସା ଆମକୁ ଦିଅନ୍ତୁ । ଆମ ମୂଲ ଆମକୁ ଦେବା ସହ ଆମ ଚାଷୀଙ୍କୁ ପଇସା ଦିଅନ୍ତୁ । ଯେତେ ବୀମା କମ୍ପାନୀ ତାକୁ କେନ୍ଦ୍ର ସରକାର ହିଁ ସଟ ଲିଷ୍ଟଡେ କରି ଛାଡି ଥାନ୍ତି। ଏଥିରେ ଏତେ ଲୁଚା ଚୋରା କାର୍ଯ୍ୟ କଣ ପାଇଁ । କେନ୍ଦ୍ର ସରକାର ଚାଷୀ ଆତ୍ମହତ୍ୟାଙ୍କ କଥା ବୁଝିବା ଦରକାର । ଆମ ଓଡିଶାର ଚାଷୀ ପଇସା କେନ୍ଦ୍ର ସରକାର ରିଲିଜ କରନ୍ତୁ । ଆମ ମାନଙ୍କର ଦାୟିତ୍ବ ନୁହେଁ । ବୀମା କମ୍ପାନୀକୁ କିଏ ବାଛେ କେନ୍ଦ୍ର ସରକାର ନା ଆଉ କିଏ । ଇନପୁଟ ସବସିଡ଼ି ଉପରେ ଆମେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛୁ । ଆପଣ ଅପେକ୍ଷା କରନ୍ତୁ । ଆମର ଇନପୁଟ ସବସିଡ଼ି ଉପରେ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ କେନ୍ଦ୍ର ସରକାରଙ୍କୁ ହାତ ଯୋଡି ନିବେଦନ କରୁଛି ଯେଉଁ ନେତା ମାନେ ଅଛନ୍ତି ମଧ୍ୟପ୍ରଦେଶ କେରଳ ଓ ଅନ୍ୟ ରାଜ୍ୟ ମାନଙ୍କରେ ଛତା ଖୋଲୁଛନ୍ତି ତାଙ୍କୁ ନିବେଦନ କରୁଛୁ ସେ ଆସିକି ଆମ ଓଡିଶାର ଚାଷୀ ମାନଙ୍କର ଯାହା ପାଉଣା ତାକୁ ଦେଇ ଦିଅନ୍ତୁ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

https://www.thesakala.in/latest-odisha-news/ranendra-pratap-swain-says-the-central-govt-pays-the-farmers-insurance/article-16571
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର