ବାପା ମା’ଙ୍କ ସାମ୍ନାରେ ଦୁଇ ନାବାଳକ ପିଲାଙ୍କୁ ଦଳିଦେଲା ଦନ୍ତା

The Sakala Picture
Published On

ଝାରସୁଗୁଡା: ବାପା ମା’ଙ୍କ ଆଗରେ ଦୁଇ ପିଲାଙ୍କୁ ଦଳିଦେଲା ଦନ୍ତା। ପିଲାକୁ ବଞ୍ଚାଇବାକୁ ଯାଇ ବାପା ମା’ ଆହତ ହୋଇଛନ୍ତି । ଏଭଳି ହୃଦୟ ବିଦାରକ ଅଘଟଣ ଘଟିଛି ଝାରସୁଗୁଡା ବାଗଡିହି ରେଞ୍ଜ କିରମୀରା ବ୍ଳକର ଭଅଁରା ଗାଁରେ । ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ଦନ୍ତା ହାତୀ। ହାତୀ ଆକ୍ରମଣରେ ଉଭୟ ବାପା ମା’ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ବାପା ମା’ଙ୍କୁ ଜିଲ୍ଲା […]

ଝାରସୁଗୁଡା: ବାପା ମା’ଙ୍କ ଆଗରେ ଦୁଇ ପିଲାଙ୍କୁ ଦଳିଦେଲା ଦନ୍ତା। ପିଲାକୁ ବଞ୍ଚାଇବାକୁ ଯାଇ ବାପା ମା’ ଆହତ ହୋଇଛନ୍ତି । ଏଭଳି ହୃଦୟ ବିଦାରକ ଅଘଟଣ ଘଟିଛି ଝାରସୁଗୁଡା ବାଗଡିହି ରେଞ୍ଜ କିରମୀରା ବ୍ଳକର ଭଅଁରା ଗାଁରେ । ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ଦନ୍ତା ହାତୀ। ହାତୀ ଆକ୍ରମଣରେ ଉଭୟ ବାପା ମା’ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ବାପା ମା’ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁସାରେ, ଗତକାଲି ରାତିରେ ବାପାମାଆ ପାଖରେ ପିଲାମାନେ ଶୋଇଥିବା ବେଳେ ଆକ୍ରମଣ କରିଥିଲା ଦନ୍ତା ହାତୀ । ଶୁଣ୍ଢରେ ଟାଣି ନେଇ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ମୃତ ନାବାଳକମାନେ ହେଲେ ଧନଂଜୟ ସତନମୀ ଓ ଅଭୟ ସତନମୀ । ଦୁଇ ଦିନ ତଳେ ଇଟା ଗଢିବାକୁ ଏହି ପରିବାର ଛତିଶଗଡରୁ ଝାରସୁଗୁଡା ଆସିଥିଲେ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

04 Nov 2022 By The Sakala

ବାପା ମା’ଙ୍କ ସାମ୍ନାରେ ଦୁଇ ନାବାଳକ ପିଲାଙ୍କୁ ଦଳିଦେଲା ଦନ୍ତା

ଝାରସୁଗୁଡା: ବାପା ମା’ଙ୍କ ଆଗରେ ଦୁଇ ପିଲାଙ୍କୁ ଦଳିଦେଲା ଦନ୍ତା। ପିଲାକୁ ବଞ୍ଚାଇବାକୁ ଯାଇ ବାପା ମା’ ଆହତ ହୋଇଛନ୍ତି । ଏଭଳି ହୃଦୟ ବିଦାରକ ଅଘଟଣ ଘଟିଛି ଝାରସୁଗୁଡା ବାଗଡିହି ରେଞ୍ଜ କିରମୀରା ବ୍ଳକର ଭଅଁରା ଗାଁରେ । ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ଦନ୍ତା ହାତୀ। ହାତୀ ଆକ୍ରମଣରେ ଉଭୟ ବାପା ମା’ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ବାପା ମା’ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ବାପାମାଆ ପାଖରେ ପିଲାମାନେ ଶୋଇଥିବା ବେଳେ ଆକ୍ରମଣ କରିଥିଲା ଦନ୍ତା ହାତୀ । ଶୁଣ୍ଢରେ ଟାଣି ନେଇ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ମୃତ ନାବାଳକମାନେ ହେଲେ ଧନଂଜୟ ସତନମୀ ଓ ଅଭୟ ସତନମୀ । ଦୁଇ ଦିନ ତଳେ ଇଟା ଗଢିବାକୁ ଏହି ପରିବାର ଛତିଶଗଡରୁ ଝାରସୁଗୁଡା ଆସିଥିଲେ ବୋଲି ସୂଚନା ମିଳିଛି ।

https://www.thesakala.in/latest-odisha-news/2-brothers-killed-in-elephant-attack-in-jharsuguda/article-16277
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର