ରାଜଧାନୀରେ ପଶିଲା ଦୟାନଦୀର ଉଚ୍ଛୁଳା ବନ୍ୟାଜଳ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି। ଏହାରି ଭିତରେ ଆଜି ରାଜଧାନୀରେ ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି। ସୁନ୍ଦରପଦା ଅଞ୍ଚଳରେ ଦୟାନଦୀରେ ବନ୍ୟାଜଳ ପଶିଛି। ବହୁତ ସଂଖ୍ଯାରେ ଲୋକେ ଜଳବନ୍ଦୀ ଘେରରେ ଥିବା ଜଣାପଡ଼ିଛି। ସେହିପରି, ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବଘମାରି ଠାରେ ବୁଡିଛି। ଏନଏଚ ୫୭ ଉପରେ ଦେଢ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ […]

ଭୁବନେଶ୍ବର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି। ଏହାରି ଭିତରେ ଆଜି ରାଜଧାନୀରେ ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି। ସୁନ୍ଦରପଦା ଅଞ୍ଚଳରେ ଦୟାନଦୀରେ ବନ୍ୟାଜଳ ପଶିଛି। ବହୁତ ସଂଖ୍ଯାରେ ଲୋକେ ଜଳବନ୍ଦୀ ଘେରରେ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସେହିପରି, ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବଘମାରି ଠାରେ ବୁଡିଛି। ଏନଏଚ ୫୭ ଉପରେ ଦେଢ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଠପ ହୋଇଛି। ଅଟ୍ରି ଉଷ୍ଣ ପ୍ରସ୍ରବଣ ଭିତରେ ୫ଫୁଟର ବନ୍ୟାଜଳ ରହିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

17 Aug 2022 By The Sakala

ରାଜଧାନୀରେ ପଶିଲା ଦୟାନଦୀର ଉଚ୍ଛୁଳା ବନ୍ୟାଜଳ

ଭୁବନେଶ୍ବର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି। ଏହାରି ଭିତରେ ଆଜି ରାଜଧାନୀରେ ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି। ସୁନ୍ଦରପଦା ଅଞ୍ଚଳରେ ଦୟାନଦୀରେ ବନ୍ୟାଜଳ ପଶିଛି। ବହୁତ ସଂଖ୍ଯାରେ ଲୋକେ ଜଳବନ୍ଦୀ ଘେରରେ ଥିବା ଜଣାପଡ଼ିଛି।

ସେହିପରି, ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବଘମାରି ଠାରେ ବୁଡିଛି। ଏନଏଚ ୫୭ ଉପରେ ଦେଢ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଠପ ହୋଇଛି। ଅଟ୍ରି ଉଷ୍ଣ ପ୍ରସ୍ରବଣ ଭିତରେ ୫ଫୁଟର ବନ୍ୟାଜଳ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର