‘ରମାଦେବୀ’ ହତାରୁ ଅଲଗା ହେବ +୨ କଲେଜ

The Sakala Picture
Published On

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହତାରୁ ଅଲଗା ହେବ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଧାନସଭା ଷ୍ଟାଣ୍ଡିଂ କମିଟିର ପରାମର୍ଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ଥାୟୀ କମିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ୟୁନିଟ୍‍ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଖାଲି ସ୍ଥାନରେ ଏହି +୨ କଲେଜ ନିର୍ମାଣ କରାଯିବ। ଏ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବଶୀଘ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଗଣଶିକ୍ଷା ବିଭାଗ ଦର୍ଶାଇଛି। ରାଜ୍ୟର […]

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହତାରୁ ଅଲଗା ହେବ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଧାନସଭା ଷ୍ଟାଣ୍ଡିଂ କମିଟିର ପରାମର୍ଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ଥାୟୀ କମିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ୟୁନିଟ୍‍ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଖାଲି ସ୍ଥାନରେ ଏହି +୨ କଲେଜ ନିର୍ମାଣ କରାଯିବ। ଏ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବଶୀଘ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଗଣଶିକ୍ଷା ବିଭାଗ ଦର୍ଶାଇଛି। ରାଜ୍ୟର ଚାରୋଟି +୨ କଲେଜକୁ କମ୍ପୋଜିଟ୍‍ କଲେଜରୁ ପୃଥକୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ୍‍ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

15 Jul 2022 By The Sakala

‘ରମାଦେବୀ’ ହତାରୁ ଅଲଗା ହେବ +୨ କଲେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହତାରୁ ଅଲଗା ହେବ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଧାନସଭା ଷ୍ଟାଣ୍ଡିଂ କମିଟିର ପରାମର୍ଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ଥାୟୀ କମିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ୟୁନିଟ୍‍ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଖାଲି ସ୍ଥାନରେ ଏହି +୨ କଲେଜ ନିର୍ମାଣ କରାଯିବ। ଏ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବଶୀଘ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଗଣଶିକ୍ଷା ବିଭାଗ ଦର୍ଶାଇଛି। ରାଜ୍ୟର ଚାରୋଟି +୨ କଲେଜକୁ କମ୍ପୋଜିଟ୍‍ କଲେଜରୁ ପୃଥକୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ୍‍ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର