ଏଣିକି ପ୍ରତି ସୋମବାର ବିଏମ୍‍ସିରେ ଅଭିଯୋଗ ଶୁଣାଣି, ସମାଧାନ ପାଇଁ ଅଧିକାରୀଙ୍କୁ ମିଳିବ ୪ ଦିନ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ପ୍ରତି ସୋମବାର ଦିନ ବିଏମ୍‍ସିରେ ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଜାରି ରହିବ। ଏହି ସମୟରେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ। ବିଏମ୍‍ସି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅଭିଯୋଗ ଶୁଣାଣୀ ସମୟରେ ବିଏମ୍‍ସିର ସମସ୍ତ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଏହି ସମୟରେ ଜନତାଙ୍କ ଠାରୁ ଯେଉଁ […]

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ପ୍ରତି ସୋମବାର ଦିନ ବିଏମ୍‍ସିରେ ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଜାରି ରହିବ। ଏହି ସମୟରେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ। ବିଏମ୍‍ସି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅଭିଯୋଗ ଶୁଣାଣୀ ସମୟରେ ବିଏମ୍‍ସିର ସମସ୍ତ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଏହି ସମୟରେ ଜନତାଙ୍କ ଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯିବ ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଅତିବେଶିରେ ୪ ଦିନ ସମୟ ନେବେ। ପ୍ରତ୍ୟେକ ଶନିବାର ଦିନ ହସ୍ତଗତ ହୋଇଥିବା ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଉପରେ ସମୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

03 Jul 2022 By The Sakala

ଏଣିକି ପ୍ରତି ସୋମବାର ବିଏମ୍‍ସିରେ ଅଭିଯୋଗ ଶୁଣାଣି, ସମାଧାନ ପାଇଁ ଅଧିକାରୀଙ୍କୁ ମିଳିବ ୪ ଦିନ

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ପ୍ରତି ସୋମବାର ଦିନ ବିଏମ୍‍ସିରେ ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଜାରି ରହିବ। ଏହି ସମୟରେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ। ବିଏମ୍‍ସି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅଭିଯୋଗ ଶୁଣାଣୀ ସମୟରେ ବିଏମ୍‍ସିର ସମସ୍ତ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଏହି ସମୟରେ ଜନତାଙ୍କ ଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯିବ ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଅତିବେଶିରେ ୪ ଦିନ ସମୟ ନେବେ। ପ୍ରତ୍ୟେକ ଶନିବାର ଦିନ ହସ୍ତଗତ ହୋଇଥିବା ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଉପରେ ସମୀକ୍ଷା କରାଯିବ।

https://www.thesakala.in/latest-odisha-news/complaints-are-heard-at-the-bmc-every-monday/article-12979
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର