ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚିଲିକାରେ ପୁଣି ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

The Sakala Picture
Published On

ଖୋର୍ଦ୍ଧା/ଟାଙ୍ଗି: କାଳ ବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ଟାଂଗୀ ଥାନା ଅଧିନସ୍ଥ କାଳୁପଡାଠାରୁ ସୋରଣ ମଧ୍ୟସ୍ଥ ଚିଲିକାରେ ନିୟନ୍ତ୍ରଣ ହରାଇ ଏକ ମାଛ ଧରା ଡଙ୍ଗା ସମେତ ମତ୍ସ୍ୟଜୀବୀ ବୁଡିଯାଇଥିଲେ ହେଲେ ମତ୍ସ୍ୟଜୀବୀମାନେ ନିଜକୁ ଉଦ୍ଧାର କରିପାରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ର ବିଭିନ୍ନ ମାଛ, କିଛି ଜାଲ ଓ ଡଙ୍ଗା ରେ ଲାଗିଥିବା ମେସିନ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଆଖପାଖରେ ଥିବା ମତ୍ସ୍ୟଜୀବୀ ମାନଙ୍କ ସହାୟତାରେ ମାଛଧରା ଡଙ୍ଗା ଊଦ୍ଧାର […]

ଖୋର୍ଦ୍ଧା/ଟାଙ୍ଗି: କାଳ ବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ଟାଂଗୀ ଥାନା ଅଧିନସ୍ଥ କାଳୁପଡାଠାରୁ ସୋରଣ ମଧ୍ୟସ୍ଥ ଚିଲିକାରେ ନିୟନ୍ତ୍ରଣ ହରାଇ ଏକ ମାଛ ଧରା ଡଙ୍ଗା ସମେତ ମତ୍ସ୍ୟଜୀବୀ ବୁଡିଯାଇଥିଲେ ହେଲେ ମତ୍ସ୍ୟଜୀବୀମାନେ ନିଜକୁ ଉଦ୍ଧାର କରିପାରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ର ବିଭିନ୍ନ ମାଛ, କିଛି ଜାଲ ଓ ଡଙ୍ଗା ରେ ଲାଗିଥିବା ମେସିନ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଆଖପାଖରେ ଥିବା ମତ୍ସ୍ୟଜୀବୀ ମାନଙ୍କ ସହାୟତାରେ ମାଛଧରା ଡଙ୍ଗା ଊଦ୍ଧାର କରାଯାଇଥିବା ଜଣାପଡିଛି । ହଠାତ ଚିଲିକା ଭିତରେ ମଉଳି ପବନ ଆସିବା ଯୋଗୁ ଏଭଳି ଅଭାବନିୟ ପରିସ୍ଥିତି ଉପୁଜିଥିଲା ବୋଲି ଜଣାପଡିଛିା । କ୍ଷତିଗ୍ରସ୍ଥ ହୋଇଥିବା ମତ୍ସ୍ୟଜୀବୀଙ୍କ ଘର ଏହି ଥାନା ଅଧିନସ୍ଥ ବରଡି ଅଞ୍ଚଳର ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

18 Jun 2022 By The Sakala

ଚିଲିକାରେ ପୁଣି ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ଖୋର୍ଦ୍ଧା/ଟାଙ୍ଗି: କାଳ ବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ଟାଂଗୀ ଥାନା ଅଧିନସ୍ଥ କାଳୁପଡାଠାରୁ ସୋରଣ ମଧ୍ୟସ୍ଥ ଚିଲିକାରେ ନିୟନ୍ତ୍ରଣ ହରାଇ ଏକ ମାଛ ଧରା ଡଙ୍ଗା ସମେତ ମତ୍ସ୍ୟଜୀବୀ ବୁଡିଯାଇଥିଲେ ହେଲେ ମତ୍ସ୍ୟଜୀବୀମାନେ ନିଜକୁ ଉଦ୍ଧାର କରିପାରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ର ବିଭିନ୍ନ ମାଛ, କିଛି ଜାଲ ଓ ଡଙ୍ଗା ରେ ଲାଗିଥିବା ମେସିନ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଆଖପାଖରେ ଥିବା ମତ୍ସ୍ୟଜୀବୀ ମାନଙ୍କ ସହାୟତାରେ ମାଛଧରା ଡଙ୍ଗା ଊଦ୍ଧାର କରାଯାଇଥିବା ଜଣାପଡିଛି । ହଠାତ ଚିଲିକା ଭିତରେ ମଉଳି ପବନ ଆସିବା ଯୋଗୁ ଏଭଳି ଅଭାବନିୟ ପରିସ୍ଥିତି ଉପୁଜିଥିଲା ବୋଲି ଜଣାପଡିଛିା । କ୍ଷତିଗ୍ରସ୍ଥ ହୋଇଥିବା ମତ୍ସ୍ୟଜୀବୀଙ୍କ ଘର ଏହି ଥାନା ଅଧିନସ୍ଥ ବରଡି ଅଞ୍ଚଳର ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର