ବାରବାଟୀ ଟି-୨୦: ଭୁବନେଶ୍ବରରେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି

The Sakala Picture
Published On

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଖେଳାଳି । ଖେଳାଲିଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ପାରମ୍ପାରିକ ବାଜା ଓ ନୃତ୍ଯରେ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ମେ ଫେୟାରକୁ  ସ୍ୱତନ୍ତ୍ର ବସରେ ବସି ହୋଟେଲ ଯାଇଥିଲେ ଖେଳାଳି। ଏହି ରୁଟର ସମସ୍ତ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ୨ଟିମର ଖେଳାଳୀଙ୍କୁ ଫୁଲ,ଚ ନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। […]

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଖେଳାଳି । ଖେଳାଲିଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ପାରମ୍ପାରିକ ବାଜା ଓ ନୃତ୍ଯରେ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ମେ ଫେୟାରକୁ  ସ୍ୱତନ୍ତ୍ର ବସରେ ବସି ହୋଟେଲ ଯାଇଥିଲେ ଖେଳାଳି। ଏହି ରୁଟର ସମସ୍ତ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ୨ଟିମର ଖେଳାଳୀଙ୍କୁ ଫୁଲ,ଚ ନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସୂଚନା ଅନୁଯାୟୀ, ୧୨ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

10 Jun 2022 By The Sakala

ବାରବାଟୀ ଟି-୨୦: ଭୁବନେଶ୍ବରରେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଖେଳାଳି । ଖେଳାଲିଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ପାରମ୍ପାରିକ ବାଜା ଓ ନୃତ୍ଯରେ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ମେ ଫେୟାରକୁ  ସ୍ୱତନ୍ତ୍ର ବସରେ ବସି ହୋଟେଲ ଯାଇଥିଲେ ଖେଳାଳି। ଏହି ରୁଟର ସମସ୍ତ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ୨ଟିମର ଖେଳାଳୀଙ୍କୁ ଫୁଲ,ଚ ନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୂଚନା ଅନୁଯାୟୀ, ୧୨ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର