କରୋନା କଟକଣା ମଧ୍ଯରେ ପାଳନ ହେବ ଉତ୍କଳ ଦିବସ
ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ଦିବସ ପାଳନ ଉପରେ କଟକଣା ଲଗାଯାଇଛି। କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି। କରୋନା ନିୟମ ପାଳନ କରି ଯଦି ଅନ୍ୟ କୌଣସି ସଂଗଠନ ଉତ୍କଳ ଦିବସ ପାଳନ କରିବାକୁ ଚାହିଁବେ ତାହାଲେ ଜିଲ୍ଲାପାଳ, ମୁନିସିପାଲ […]
ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ଦିବସ ପାଳନ ଉପରେ କଟକଣା ଲଗାଯାଇଛି। କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି। କରୋନା ନିୟମ ପାଳନ କରି ଯଦି ଅନ୍ୟ କୌଣସି ସଂଗଠନ ଉତ୍କଳ ଦିବସ ପାଳନ କରିବାକୁ ଚାହିଁବେ ତାହାଲେ ଜିଲ୍ଲାପାଳ, ମୁନିସିପାଲ ଚେୟାରମ୍ୟାନଙ୍କ ଠାରୁ ଅନୁମତି ନେଇପାରିବେ।
Orders on observance of 'UTKAL DIVAS' and related activities on April 1st, 2021 pic.twitter.com/aP36xKzaHu
— SRC, Govt of Odisha (@SRC_Odisha) March 26, 2021
ଉତ୍କଳ ଦିବସ ପାଳନ ଅବସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି। ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ଯକ୍ରମକୁ ବାରଣ କରାଯାଇଛି। ଏଥିସହ ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ଯକ୍ରମ ଉପରେ କଟକଣା ଜାରି କରାଯାଇଛି। ନିୟମ ଉଲଂଘନ କଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।