ବିବାହ ଭୋଜି ପଡ଼ିଲା ମହଙ୍ଗା: ୨୦ହଜାର ଫାଇନ୍ ଗଣିଲେ କନ୍ଯା ପିତା
ତାଳଚେର ସଦର: କରୋନା ଗାଇଡ ଲାଇନକୁ ଉଲଙ୍ଘନ କରି ତାଳଚେର ବ୍ଲକ ଅର୍ନ୍ତଗତ ଗୁରୁଜାଙ୍ଗୁଲି ଗ୍ରାମର ହରିହରଲେଙ୍କା ଝିଅ ବିବାହ ଭୋଜିକୁ ନେଇ ୨୦ହଜାର ଟଙ୍କା ତଣ୍ଡ ଗଣିଛନ୍ତି। କୌଣସି ସୂତ୍ରରୁ ଖବର ପାଇ, ତାଳଚେର ସହକାରୀ ଉପଜିଲ୍ଳାପାଳ ଚିନ୍ମୟ ଦାସ ତାଳଚୋର ଥାନା ଆଇଆଇସି ସତ୍ୟବ୍ରତ ରାଉତ, ଅର୍ଚ୍ଚନା ନାୟକ ପ୍ରମୁଖ ସଦଳବଳେ ଏହି ବିବାହଭୋଜି ସ୍ଥଳେ ପଂହଚିଥିଲେ । ଆନୁମାନିକ ୨ଶହଲୋକଙ୍କର ଖାଦ୍ୟ ପ୍ରସ୍ତୁତ ହୋଇଥିବା ଦେଖି ଶ୍ରୀ ଦାସ ତାଙ୍କ ଠାରୁ ସ୍ଥାନୀୟ […]
ତାଳଚେର ସଦର: କରୋନା ଗାଇଡ ଲାଇନକୁ ଉଲଙ୍ଘନ କରି ତାଳଚେର ବ୍ଲକ ଅର୍ନ୍ତଗତ ଗୁରୁଜାଙ୍ଗୁଲି ଗ୍ରାମର ହରିହରଲେଙ୍କା ଝିଅ ବିବାହ ଭୋଜିକୁ ନେଇ ୨୦ହଜାର ଟଙ୍କା ତଣ୍ଡ ଗଣିଛନ୍ତି।
କୌଣସି ସୂତ୍ରରୁ ଖବର ପାଇ, ତାଳଚେର ସହକାରୀ ଉପଜିଲ୍ଳାପାଳ ଚିନ୍ମୟ ଦାସ ତାଳଚୋର ଥାନା ଆଇଆଇସି ସତ୍ୟବ୍ରତ ରାଉତ, ଅର୍ଚ୍ଚନା ନାୟକ ପ୍ରମୁଖ ସଦଳବଳେ ଏହି ବିବାହଭୋଜି ସ୍ଥଳେ ପଂହଚିଥିଲେ । ଆନୁମାନିକ ୨ଶହଲୋକଙ୍କର ଖାଦ୍ୟ ପ୍ରସ୍ତୁତ ହୋଇଥିବା ଦେଖି ଶ୍ରୀ ଦାସ ତାଙ୍କ ଠାରୁ ସ୍ଥାନୀୟ ସରପଞ୍ଚ ପରମାନନ୍ଦ ସାହୁଙ୍କ ଉପସ୍ଥିତିରେ ଝିଅ ପିତାଙ୍କ ଠାରୁ ୨୦ ହଜାରଟଙ୍କା ଜୋରିମନା କରିବା ସହିତ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ଗରୀବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରିଦେଇଥିଲେ ବୋଲି ତାଳଚେର ଥାନା ସୂତ୍ରରୁ ଜଣାପଡ଼ିଛି ।
ସେହିଭଳି, କୋଭିଡ଼ ନିୟମକୁ ନମାନି ତାଳଚେର ବ୍ଲକ ଅନ୍ତର୍ଗତ ହିଲୋଇ, ଅନାଦିପୁର ଗ୍ରାମରେ ବିବାହ ଉତ୍ସବର ଶତାଧିକ ଲୋକଙ୍କ ଭୋଜି ଆୟୋଜନ କରାଯାଉଥିବାକୁ ନେଇ ଅମାନିଆଙ୍କ ଠାରୁ ୪୫ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିଲା ।