ତାଳଚେର ବିଧାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବୋମା ଉଦ୍ଧାର

The Sakala Picture
Published On

ତାଳଚେର ସହର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନନ୍ଦିରା ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବୋମା ଉଦ୍ଧାର ହୋଇଛି। ଏହା ଟାଇମ୍ ବୋମା ଭେଳି ଦେଖିବାକୁ । ତେବେ ଏହି ବୋମା ଅସଲି କି ନକଲି ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ, ଆଜି ସକାଳେ ବିଧାୟକଙ୍କ କିଛି ସହଯୋଗୀ ଅଫିସ ସମ୍ମୁଖରେ ବୋମା ଥିବା ସନ୍ଦେହ କରି ବିଧାୟକଙ୍କୁ ସୂଚନା ଦେଇଥିଲେ । ବିଧାୟକ ତୁରନ୍ତ କଲିୟରୀ ଥାନାକୁ ସୂଚନା ଦେବା ପରେ କଲିୟରୀ ଥାନା […]

ତାଳଚେର ସହର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନନ୍ଦିରା ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବୋମା ଉଦ୍ଧାର ହୋଇଛି। ଏହା ଟାଇମ୍ ବୋମା ଭେଳି ଦେଖିବାକୁ । ତେବେ ଏହି ବୋମା ଅସଲି କି ନକଲି ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳେ ବିଧାୟକଙ୍କ କିଛି ସହଯୋଗୀ ଅଫିସ ସମ୍ମୁଖରେ ବୋମା ଥିବା ସନ୍ଦେହ କରି ବିଧାୟକଙ୍କୁ ସୂଚନା ଦେଇଥିଲେ । ବିଧାୟକ ତୁରନ୍ତ କଲିୟରୀ ଥାନାକୁ ସୂଚନା ଦେବା ପରେ କଲିୟରୀ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଅଞ୍ଚଳକୁ ସିଲ କରିବା ପରେ ତଦନ୍ତ ଆରମ୍ଭ କରିଥିଲେ। ଆଜି ଯେହେତୁ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଏମସିଏଲ ଏବଂ ଜାତୀୟ ରାଜପଥ ବିରୋଧରେ ୫୩ ନମ୍ବର ଜାତୀୟ ରାଜପଥ ପିଟିସି ଠାରେ ୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ କରିବାର ଯୋଜନା ଥିଲା ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହା ହେବାର ଯୋଜନା ଥିଲା । ତେଣୁ ବିରୋଧୀ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏଭଳି ହୀନ ଚକ୍ରାନ୍ତ କରିଥିବା ବିଧାୟକ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷେ ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ନକଲି ବୋମା ବୋଲି ସନ୍ଦେହ କରାଯାଉଥିବା ବେଳେ ବମ୍ ସ୍କ୍ୱାର୍ଡ ଆସି ଏହାକୁ ସ୍ପଷ୍ଟ କରିବେ ପୋଲି ପୁଲିସ ସୂଚନା ଦେଇଛି ।

01 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର