ଆମ୍ବ ତୋଳିବାକୁ ଜଙ୍ଗଲକୁ ଯାଉଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧା ମୃତ

The Sakala Picture
Published On

ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଜାମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣ ଜଣେ ବୃଦ୍ଧା ମୃତ୍ୟୁ ଘଟିଛି।ଜାମୁଣ୍ଡା ଗ୍ରାମର ବୈଦେଇ ପ୍ରଧାନ (୭୦)କୁ ଆଜି ପ୍ରାତଃ ସମୟରେ ହାତୀ ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ମୃତକ ବୈଦେଇ ପ୍ରଧାନ ଆମ୍ବ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତକଙ୍କୁ ତାଙ୍କ ପରିବାର […]

ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଜାମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣ ଜଣେ ବୃଦ୍ଧା ମୃତ୍ୟୁ ଘଟିଛି।ଜାମୁଣ୍ଡା ଗ୍ରାମର ବୈଦେଇ ପ୍ରଧାନ (୭୦)କୁ ଆଜି ପ୍ରାତଃ ସମୟରେ ହାତୀ ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଆଉ ପାଦେ ଆଗକୁ ବଢ଼ିଲା ପୁରୀ ବିମାନବନ୍ଦର ‌ପ୍ରକଳ୍ପ: ମିଳିଲା ସିଆର୍‌ଜେଡ୍‌ ଅନୁମତି

ସୂଚନା ମୁତାବକ ମୃତକ ବୈଦେଇ ପ୍ରଧାନ ଆମ୍ବ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତକଙ୍କୁ ତାଙ୍କ ପରିବାର ଲୋକ ଅନୁଗୁଳ ମେଡିକାଲ ରେ ଭର୍ତି କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର