ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ, ଜଣେ ମହିଳା ଅଟକ

The Sakala Picture
Published On

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ। ପିଲା ଚୋରି ଅଭିଯୋଗରେ ମହିଳା ଅଟକ। ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତ। ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ଟି ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ଧରି ପୋଲିସର ଜିମା ଦେଲେ ପରିବାର ଲୋକେ। ଏହାପରେ ବାରିପଦା ଟାଉନ ଥାନା ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ, ସେକ୍ କମିରୁଦ୍ଦିନଙ୍କ […]

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ। ପିଲା ଚୋରି ଅଭିଯୋଗରେ ମହିଳା ଅଟକ। ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତ। ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ଟି ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ଧରି ପୋଲିସର ଜିମା ଦେଲେ ପରିବାର ଲୋକେ। ଏହାପରେ ବାରିପଦା ଟାଉନ ଥାନା ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାର ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ସୂଚନାଯୋଗ୍ୟ, ସେକ୍ କମିରୁଦ୍ଦିନଙ୍କ ସ୍ତ୍ରୀ ପ୍ରସବ ପରେ ରକ୍ତ ହୀନତା ଯୋଗୁଁ ଚିକିତ୍ସାଳୟରେ ଭର୍ତ୍ତି ଥିଲେ । ବିଳମ୍ବିତ ରାତିରେ ଅଭିଯୁକ୍ତ ମହିଳା ବେଡରୁ ଦୁଇ ଜଣ ଶିଶୁଙ୍କୁ ଚୋରି କରି ପଳାଉଥିବାବେଳେ ଧରାପଡିଥିଲେ । ତେବେ ଅଟକ ଥିବା ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ଆଉ କ’ଣ । ତାକୁ ଜାଣିବା ପାଇଁ ଯାଞ୍ଚ କରୁଛି ପୋଲିସ । ବର୍ତ୍ତମାନ ଯାଏଁ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

09 Mar 2025 By The Sakala

ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ, ଜଣେ ମହିଳା ଅଟକ

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ। ପିଲା ଚୋରି ଅଭିଯୋଗରେ ମହିଳା ଅଟକ। ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତ। ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ଟି ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ଧରି ପୋଲିସର ଜିମା ଦେଲେ ପରିବାର ଲୋକେ। ଏହାପରେ ବାରିପଦା ଟାଉନ ଥାନା ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ସେକ୍ କମିରୁଦ୍ଦିନଙ୍କ ସ୍ତ୍ରୀ ପ୍ରସବ ପରେ ରକ୍ତ ହୀନତା ଯୋଗୁଁ ଚିକିତ୍ସାଳୟରେ ଭର୍ତ୍ତି ଥିଲେ । ବିଳମ୍ବିତ ରାତିରେ ଅଭିଯୁକ୍ତ ମହିଳା ବେଡରୁ ଦୁଇ ଜଣ ଶିଶୁଙ୍କୁ ଚୋରି କରି ପଳାଉଥିବାବେଳେ ଧରାପଡିଥିଲେ । ତେବେ ଅଟକ ଥିବା ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ଆଉ କ’ଣ । ତାକୁ ଜାଣିବା ପାଇଁ ଯାଞ୍ଚ କରୁଛି ପୋଲିସ । ବର୍ତ୍ତମାନ ଯାଏଁ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର