ମନୋରଞ୍ଜନ
ବିବେକାନନ୍ଦ ଶିକ୍ଷାକେନ୍ଦ୍ରର କୃତିତ୍ବ

ଭୁବନେଶ୍ବର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ମେଧାବୃତ୍ତି ପରୀକ୍ଷାରେ ସଫଳତାର ସୋପାନ ଅତିକ୍ରମ କରିଚାଲିଛନ୍ତି। ଓଡ଼ାଶା ସରକାରଙ୍କ ଦ୍ବାରା ପରିଚାଳିତ ପଠାଣି ସାମାନ୍ତ ଗଣିତ ମେଧାବୃତ୍ତି (PSMTS ) ରେ ଏ. ଏସ୍ ଶୁଭ୍ରଜିତ ବିଶ୍ବାଳ, ଆଦିତ୍ୟ ସାହା ଓ ବିଭୁଦତ୍ତ ସାହୁ କୃତ୍ତିତ୍ବ ହାସ କରିଛନ୍ତି। ପୁନଶ୍ଚ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ( NRTS)ରେ ପଜ୍ଞା ପଦ୍ମିନୀ ପ୍ରିୟଦର୍ଶିନୀ ସାହୁ ଓ ଲିପ୍ସା ସୁମନ ପଣ୍ଡା କୃତିତ୍ବ ହାସଲ […]
ଭୁବନେଶ୍ବର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ମେଧାବୃତ୍ତି ପରୀକ୍ଷାରେ ସଫଳତାର ସୋପାନ ଅତିକ୍ରମ କରିଚାଲିଛନ୍ତି। ଓଡ଼ାଶା ସରକାରଙ୍କ ଦ୍ବାରା ପରିଚାଳିତ ପଠାଣି ସାମାନ୍ତ ଗଣିତ ମେଧାବୃତ୍ତି (PSMTS ) ରେ ଏ. ଏସ୍ ଶୁଭ୍ରଜିତ ବିଶ୍ବାଳ, ଆଦିତ୍ୟ ସାହା ଓ ବିଭୁଦତ୍ତ ସାହୁ କୃତ୍ତିତ୍ବ ହାସ କରିଛନ୍ତି।
ପୁନଶ୍ଚ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ( NRTS)ରେ ପଜ୍ଞା ପଦ୍ମିନୀ ପ୍ରିୟଦର୍ଶିନୀ ସାହୁ ଓ ଲିପ୍ସା ସୁମନ ପଣ୍ଡା କୃତିତ୍ବ ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ବିଦ୍ୟାଳୟର ସୁନାମକୁ ଆହୁରି ସୁଦୂରପ୍ରସାରୀ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି। ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ଯାନେଜିଂ ଟ୍ରଷ୍ଟିଂ ବୈରାଗୀ ଚରଣ ନାୟକ ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବ ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି।