ପୁଲିସକୁ ଜଣାଇଲେ ଧନ୍ଯବାଦ, ହଜିଯାଇଥିବା ଫୋନକୁ ପାଇବା ପରେ ଜଣେ ବ୍ୟକ୍ତି ଖୁସିରେ ଭୋଭୋ ହୋଇ କାନ୍ଦିଲେ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ଯାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଥିଲା ମୋବାଇଲ ମେଳା। ହଜି ଯାଇଥିବା ଏବଂ ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ କମିସନରେଟ ପୁଲିସ ମୋବାଇଲ ମାଲିକଙ୍କୁ ଫେରାଇଛି। ଏହାରି ମଧ୍ଯରେ ଜଣେ ବ୍ଯକ୍ତି ତାଙ୍କ ମୋବାଇଲ ପାଇବା ପରେ କୋହ ସମ୍ଭାଳି ନପାରି ଭୋଭୋ ହୋଇ କାନ୍ଦିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସେ ବହୁତ କଷ୍ଟ କରି ମୋବାଇଲ କିଣିଥିଲେ। କିନ୍ତୁ ପୁଅକୁ ସ୍କୁଲ ଛାଡିବାକୁ ଗଲାବେଳେ ଉକ୍ତ ମାବାଇଲଟି ହଜିଯାଇଥିଲା।  […]

ଭୁବନେଶ୍ବର: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ଯାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଥିଲା ମୋବାଇଲ ମେଳା। ହଜି ଯାଇଥିବା ଏବଂ ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ କମିସନରେଟ ପୁଲିସ ମୋବାଇଲ ମାଲିକଙ୍କୁ ଫେରାଇଛି। ଏହାରି ମଧ୍ଯରେ ଜଣେ ବ୍ଯକ୍ତି ତାଙ୍କ ମୋବାଇଲ ପାଇବା ପରେ କୋହ ସମ୍ଭାଳି ନପାରି ଭୋଭୋ ହୋଇ କାନ୍ଦିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

ସୂଚନା ଅନୁଯାୟୀ, ସେ ବହୁତ କଷ୍ଟ କରି ମୋବାଇଲ କିଣିଥିଲେ। କିନ୍ତୁ ପୁଅକୁ ସ୍କୁଲ ଛାଡିବାକୁ ଗଲାବେଳେ ଉକ୍ତ ମାବାଇଲଟି ହଜିଯାଇଥିଲା।  ମୋବାଇଲ ହଜିବା ପରେ ମାସେରୁ ଅଧିକ ସମୟ ଗୁମୁରି ଗୁମୁରି କାନ୍ଦୁଥିଲେ। ହେଲେ ଆଜି ମୋବାଇଲ ମିଳିବା ପରେ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦିଥିଲେ।

ଆହୁରି ପଢ଼ନ୍ତୁ: ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ

ସେପଟେ, ପ୍ରମାଣ ପତ୍ର ଦେଖାଇ ନିଜର ହଜି ଯାଇଥିବା ମୋବାଇଲକୁ ଫେରି ପାଇବା ପରେ ସମସ୍ତେ ଖୁସି ଜାହିର କରିଛନ୍ତି। ଏମିତି ପଦକ୍ଷେପ ପାଇଁ କମିସନରେଟ ପୋଲିସକୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ଯକ୍ରମକୁ ପୁଲିସ ଆହୁରି ସକ୍ରିୟ କରୁ ବୋଲି ମତ ରଖିଛନ୍ତି ଲୋକେ। ଅନ୍ୟପଟେ ଆଜି ସମୟରେ ମୋବାଇଲ ସବୁଠୁ ଗୁରୁତ୍ଵପୁର୍ଣ୍ଣ। ତେଣୁ କେବଳ ମୋବାଇଲ ଖୋଜିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଡ୍ରାଇଭ ଚାଲୁଥିବା କହିଛନ୍ତି ପୁଲିସ କମିଶନର।

ଆହୁରି ପଢ଼ନ୍ତୁ: ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

14 Sep 2022 By The Sakala

ପୁଲିସକୁ ଜଣାଇଲେ ଧନ୍ଯବାଦ, ହଜିଯାଇଥିବା ଫୋନକୁ ପାଇବା ପରେ ଜଣେ ବ୍ୟକ୍ତି ଖୁସିରେ ଭୋଭୋ ହୋଇ କାନ୍ଦିଲେ

ଭୁବନେଶ୍ବର: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ଯାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଥିଲା ମୋବାଇଲ ମେଳା। ହଜି ଯାଇଥିବା ଏବଂ ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ କମିସନରେଟ ପୁଲିସ ମୋବାଇଲ ମାଲିକଙ୍କୁ ଫେରାଇଛି। ଏହାରି ମଧ୍ଯରେ ଜଣେ ବ୍ଯକ୍ତି ତାଙ୍କ ମୋବାଇଲ ପାଇବା ପରେ କୋହ ସମ୍ଭାଳି ନପାରି ଭୋଭୋ ହୋଇ କାନ୍ଦିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସେ ବହୁତ କଷ୍ଟ କରି ମୋବାଇଲ କିଣିଥିଲେ। କିନ୍ତୁ ପୁଅକୁ ସ୍କୁଲ ଛାଡିବାକୁ ଗଲାବେଳେ ଉକ୍ତ ମାବାଇଲଟି ହଜିଯାଇଥିଲା।  ମୋବାଇଲ ହଜିବା ପରେ ମାସେରୁ ଅଧିକ ସମୟ ଗୁମୁରି ଗୁମୁରି କାନ୍ଦୁଥିଲେ। ହେଲେ ଆଜି ମୋବାଇଲ ମିଳିବା ପରେ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦିଥିଲେ।

ସେପଟେ, ପ୍ରମାଣ ପତ୍ର ଦେଖାଇ ନିଜର ହଜି ଯାଇଥିବା ମୋବାଇଲକୁ ଫେରି ପାଇବା ପରେ ସମସ୍ତେ ଖୁସି ଜାହିର କରିଛନ୍ତି। ଏମିତି ପଦକ୍ଷେପ ପାଇଁ କମିସନରେଟ ପୋଲିସକୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ଯକ୍ରମକୁ ପୁଲିସ ଆହୁରି ସକ୍ରିୟ କରୁ ବୋଲି ମତ ରଖିଛନ୍ତି ଲୋକେ। ଅନ୍ୟପଟେ ଆଜି ସମୟରେ ମୋବାଇଲ ସବୁଠୁ ଗୁରୁତ୍ଵପୁର୍ଣ୍ଣ। ତେଣୁ କେବଳ ମୋବାଇଲ ଖୋଜିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଡ୍ରାଇଭ ଚାଲୁଥିବା କହିଛନ୍ତି ପୁଲିସ କମିଶନର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର