ବିଶ୍ଵକର୍ମା ପୂଜା ଖୁସି ପାଇଁ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ

The Sakala Picture
Published On

ଜଳେଶ୍ୱର : ଜଳେଶ୍ଵର ଥାନା କାସିଡିହା ଗ୍ରାମରେ ବିଶ୍ଵକର୍ମା ପୂଜା ପାଇଁ ଖୁସି ହେବା ହେଲା କାଳ।ପୂଜା ପାଇଁ ପ୍ରସ୍ତୁତି ବେଳେ ଡିଜେରୁ କରେଣ୍ଟ ଲାଗି ଯୁବକ ମୃତ।ଅଞ୍ଚଳରେ ଶୋକର ଛାୟା।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ଅଧିନସ୍ଥ କାଶିଡିହା ଗ୍ରାମରେ କିଛି ଗାଡ଼ି ମାଲିକ ମାନେ ଏକତ୍ରିତ ହୋଇ ଧୁମଧାମରେ ବିଶ୍ଵକର୍ମା ପୂଜା କରିବାକୁ ମନସ୍ଥ କରିଥିବା ବେଳେ ପୂଜାରେ ଘଟିଛି ଅଘଟଣ।ଗ୍ରାମର ଗୋପାଳ ଜେନାଙ୍କ ପୁତ୍ର ମୟଂ ଜେନା (୨୦)ସମସ୍ତ […]

ଜଳେଶ୍ୱର : ଜଳେଶ୍ଵର ଥାନା କାସିଡିହା ଗ୍ରାମରେ ବିଶ୍ଵକର୍ମା ପୂଜା ପାଇଁ ଖୁସି ହେବା ହେଲା କାଳ।ପୂଜା ପାଇଁ ପ୍ରସ୍ତୁତି ବେଳେ ଡିଜେରୁ କରେଣ୍ଟ ଲାଗି ଯୁବକ ମୃତ।ଅଞ୍ଚଳରେ ଶୋକର ଛାୟା।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ଅଧିନସ୍ଥ କାଶିଡିହା ଗ୍ରାମରେ କିଛି ଗାଡ଼ି ମାଲିକ ମାନେ ଏକତ୍ରିତ ହୋଇ ଧୁମଧାମରେ ବିଶ୍ଵକର୍ମା ପୂଜା କରିବାକୁ ମନସ୍ଥ କରିଥିବା ବେଳେ ପୂଜାରେ ଘଟିଛି ଅଘଟଣ।ଗ୍ରାମର ଗୋପାଳ ଜେନାଙ୍କ ପୁତ୍ର ମୟଂ ଜେନା (୨୦)ସମସ୍ତ ଗାଡ଼ି ମାଲିକ ସେମାନଙ୍କର ଗାଡ଼ି ପୂଜା ମଣ୍ଡପ ନିକଟରେ ରଖିସାରିଥିବା ବେଳେ, ପୂଜା ମଣ୍ଡପ ନିକଟରେ ପୂର୍ବରୁ ପାଲ ଢଙ୍କା ଥିବା ଡିଜେ ଗାଡିରୁ ପାଲ ବାହାର କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ମୟଂ ଜେନା ପାଲ କାଢୁଥିବା  ଡିଜେ ଗାଡ଼ିଟିରେ ପୃର୍ବରୁ ବିଦ୍ୟୁତ ସଂଯୋଗ ହୋଇ ବାଜିବାକୁ ପ୍ରସ୍ତୁତ ଥିବା ମୟଂ ଜାଣିପାରି ନଥିଲେ। ସନ୍ଧ୍ୟା ୬.୩୦ ମିନିଟ ସମୟରେ ଗୁରୁତର ମୟଂକୁ ଜଳେଶ୍ଵର ଜିକେ ଭଟର ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। କାଶିଡିହା ସମେତ ଜଳେଶ୍ଵର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା: ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୋଲିସ

17 Sep 2022 By The Sakala

ବିଶ୍ଵକର୍ମା ପୂଜା ଖୁସି ପାଇଁ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ

ଜଳେଶ୍ୱର : ଜଳେଶ୍ଵର ଥାନା କାସିଡିହା ଗ୍ରାମରେ ବିଶ୍ଵକର୍ମା ପୂଜା ପାଇଁ ଖୁସି ହେବା ହେଲା କାଳ।ପୂଜା ପାଇଁ ପ୍ରସ୍ତୁତି ବେଳେ ଡିଜେରୁ କରେଣ୍ଟ ଲାଗି ଯୁବକ ମୃତ।ଅଞ୍ଚଳରେ ଶୋକର ଛାୟା।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ଅଧିନସ୍ଥ କାଶିଡିହା ଗ୍ରାମରେ କିଛି ଗାଡ଼ି ମାଲିକ ମାନେ ଏକତ୍ରିତ ହୋଇ ଧୁମଧାମରେ ବିଶ୍ଵକର୍ମା ପୂଜା କରିବାକୁ ମନସ୍ଥ କରିଥିବା ବେଳେ ପୂଜାରେ ଘଟିଛି ଅଘଟଣ।ଗ୍ରାମର ଗୋପାଳ ଜେନାଙ୍କ ପୁତ୍ର ମୟଂ ଜେନା (୨୦)ସମସ୍ତ ଗାଡ଼ି ମାଲିକ ସେମାନଙ୍କର ଗାଡ଼ି ପୂଜା ମଣ୍ଡପ ନିକଟରେ ରଖିସାରିଥିବା ବେଳେ, ପୂଜା ମଣ୍ଡପ ନିକଟରେ ପୂର୍ବରୁ ପାଲ ଢଙ୍କା ଥିବା ଡିଜେ ଗାଡିରୁ ପାଲ ବାହାର କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।

ମୟଂ ଜେନା ପାଲ କାଢୁଥିବା  ଡିଜେ ଗାଡ଼ିଟିରେ ପୃର୍ବରୁ ବିଦ୍ୟୁତ ସଂଯୋଗ ହୋଇ ବାଜିବାକୁ ପ୍ରସ୍ତୁତ ଥିବା ମୟଂ ଜାଣିପାରି ନଥିଲେ। ସନ୍ଧ୍ୟା ୬.୩୦ ମିନିଟ ସମୟରେ ଗୁରୁତର ମୟଂକୁ ଜଳେଶ୍ଵର ଜିକେ ଭଟର ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। କାଶିଡିହା ସମେତ ଜଳେଶ୍ଵର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର