ରାଜଧାନୀ ଉପକଣ୍ଠରୁ ୪୨ କେ.ଜି ଗଞ୍ଜେଇ ଜବତ, ତିନି ଗିରଫ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରେ ୩ ଜଣ ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସେମାନଙ୍କ ପାଖରୁ ପ୍ରାୟ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ […]

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରେ ୩ ଜଣ ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସେମାନଙ୍କ ପାଖରୁ ପ୍ରାୟ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍‌ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

19 Nov 2022 By The Sakala

ରାଜଧାନୀ ଉପକଣ୍ଠରୁ ୪୨ କେ.ଜି ଗଞ୍ଜେଇ ଜବତ, ତିନି ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରେ ୩ ଜଣ ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସେମାନଙ୍କ ପାଖରୁ ପ୍ରାୟ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍‌ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର